www.samajalive.in
Sunday, December 7, 2025
26.1 C
Bhubaneswar

ବାହାଘରରେ ବର ଶୂନ୍ୟରେ ଗୁଳି ଚଳାଇବା ବେଳେ ତାଙ୍କ ମାଆଙ୍କର ମୃତ୍ୟୁ

ପାଟଣା – ବିହାରରେ ବାହାଘର ବେଳେ ଶୂନ୍ୟକୁ ଗୁଳି ଫୁଟାଉଥିବା ବେଳେ ଏହା ଜଣଙ୍କର ଜୀବନ ନେଇଯାଇଛି । ପତିଆରା ଦେଖାଇବା ପାଇଁ ନିଜ ବାହାଘରରେ ବର ଶୂନ୍ୟକୁ ଗୁଳି ଫୁଟାଉଥିଲା । ସେ ଟ୍ରିଗର ଚିପିବା ପାଇଁ ଯାଉଥିବା ବେଳେ ଅଚାନକ ଗୁଳି ଫୁଟିଥିଲା । ଏଥିରେ ବରର ମାଆ ଗୁରୁତର ହୋଇଥିଲେ । ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ବଜରଙ୍ଗୀ ସିଂକୁ ଗିରଫ କରିଛି । ସେ ବେଆଇନଭାବେ ରଖିଥିବା ବନ୍ଧୁକରୁ ଏହି ଗୁଳି ଫୁଟିଥିବା ପୁଲିସ କହିଛି ।

ଘଟଣାଟି ବିହାରର ଭୋଜପୁର ଜିଲ୍ଲାରେ ଘଟିଛି । ଏହି ଘଟଣାପରେ ଲୋକମାନେ ସେଠାରୁ ଦୌଡି ପଳାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏଥିରେ ବିବାହ କରିବା ପାଇଁ ଯାଉଥିବା ବଜରଙ୍ଗୀ ସିଂ ଗୁଳି ଫୁଟାଇଥିବା ଘଟଣା ସାମ୍ନାକୁ ଆସିଥିଲା ।

- Advertisement -

ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ବନ୍ଧୁକକୁ ଜବତ କରିଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories