www.samajalive.in
Monday, December 15, 2025
14.1 C
Bhubaneswar

ହଜିଯାଇଥିବା ଚମକ ଫେରାଇ ଆଣିବ ଏହି ଫେସ୍‌‌ ପ୍ୟାକ୍‌‌

ହଳଦୀ ତ୍ୱଚା ପାଇଁ ଖୁବ ଲାଭଦାୟକ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ସହ ଆଣ୍ଟି-ଇନଫ୍ଲାମେଟରୀ ଗୁଣ ରହିଛି। ଯାହା ତ୍ୱଚା ଜନିତ ଅନେକ ସମସ୍ୟାକୁ ଦୂର କରିଥାଏ।
ହଳଦୀ ଗୁଣ୍ଡରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହାକୁ ମୁହଁରେ ଲଗାଇ ଶୁଅନ୍ତୁ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ ଚମକ ବୃଦ୍ଧି କରିଥାଏ।
ତ୍ୱଚାରେ ହଳଦୀ ଫେସ୍‌‌ ପ୍ୟାକ ଲଗାଇବା ଦ୍ୱାରା ବିଭିନ୍ନ ଦାଗ ଦୂର ହୋଇଥାଏ।
ତ୍ୱଚାରେ କୁଞ୍ଚନ ହୋଇଥିଲେ, ହଳଦୀ ତ୍ୱଚାରେ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା କୁଞ୍ଚନ ସମସ୍ୟା ଦୂର ହୋଇଥାଏ।
ହଳଦୀରେ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ରହିଛି। ଏହି କାରଣରୁ ତ୍ୱଚାରେ ହଳଦୀ ଲଗାଇବା ଦ୍ୱାରା ତ୍ୱଚାରେ ଥିବା ବ୍ରଣ ସମସ୍ୟା ଦୂର ହୋଇଥାଏ।
ଖରା,ପ୍ରଦୂଷଣ ଦ୍ୱାରା ତ୍ୱଚାର ସୁନ୍ଦରତା କମିଯାଏ। ଏହି ସମସ୍ୟା ଦୂର ପାଇଁ ହଳଦୀ ଫେସ୍‌‌ ପ୍ୟାକ୍‌‌ ଲଗାଇବା ଦ୍ୱାରା ତ୍ୱଚା ପରିଷ୍କାର ହୋଇ ଚମକ ବୃଦ୍ଧି ପାଏ।
ହଳଦୀରେ ଲେମ୍ବୁ ରସ ମିଶାଇ ଏହାକୁ ତ୍ୱଚାରେ ଲଗାଇବା ଦ୍ୱାରା ଖରା ପାଇଁ ତ୍ୱଚାରେ ସୃଷ୍ଟି ହେଉଥିବା କଳାପଣ ଦୂର ହୋଇଥାଏ।
ଆଖୁ ରସ, ଦହି ଓ ହଳଦୀ ଗୁଣ୍ଡ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଆଖି ତଳେ ଲଗାନ୍ତୁ। ଏହାଦ୍ୱାରା ଆଖି ତଳର କଳାଦାଗ ଦୂର ହୋଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories