www.samajalive.in
Monday, December 15, 2025
24.1 C
Bhubaneswar

ଅତ୍ୟାଧୁନିକ ନାଭିଗେସନ ସାଟେଲାଇଟର ସଫଳ ଉତ୍‌‌କ୍ଷେପଣ

ନୂଆଦିଲ୍ଲୀ : ଶ୍ରୀହରିକୋଟାରୁ ଅତ୍ୟାଧୁନିକ ନାଭିଗେସନ ସାଟେଲାଇଟ ସୋମବାର ପୂର୍ବାହ୍ନ ୧୦ଟାର ୪୨ରେ ଉତ୍‌‌କ୍ଷେପଣ କରାଯାଇଛି। ଶ୍ରୀହରିକୋଟା ସ୍ଥିତ ସତୀଶ ଧବନ ସ୍ପେଶ ସେଣ୍ଟରରୁ ଏହି ସାଟେଲାଇଟ ଲଞ୍ଚ ହୋଇଛି। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଆଜି ଜେନେରେସନର ନେଭିଗେସନ ସାଟେଲାଇଟ ଏନଭିଏସ-୦୧କୁ ସଫଳତାର ସହ ଉତ୍‌‌କ୍ଷେପଣ କରିଛି। ଜିଏସଏଲଭି-ଏଫ୧୨ ରକେଟ ମାଧ୍ୟମରେ ଏହି ଲଞ୍ଚିଂ କରାଯାଇଛି। ଏହି ସାଟେଲାଇଟ୍‌‌ ସଶସ୍ତ୍ର ବାହିନୀକୁ ଶକ୍ତିଶାଳୀ କରିବା ଏବଂ ପରିବହନ ସେବା ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories