ଫୁଲବାଣୀ/ଫିରିଙ୍ଗିଆ: ଫିରିଙ୍ଗିଆ ପିତାବଳୀ ମନ୍ଦିର ନିକଟରେ ଥିବା ନୂତନ ୟୁକୋ ବ୍ୟାଙ୍କ ଗୃହ ଉଦଘାଟିତ ହୋଇଛି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ୟୁକୋ ବ୍ୟାଙ୍କ ମହାପ୍ରବନ୍ଧକ ଏବଂ ରାଜ୍ୟ ସ୍ଥରୀୟ ବ୍ୟାଙ୍କର୍ଷ ସମିତି ଓଡିଶାର ସଂଯୋଜକ ଗୌତମ ପାତ୍ର ଯୋଗ ଦେଇ ଫିତା କାଟି ଦୀପ ପ୍ରଜ୍ୱଳନ ସହ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ୟୁକୋ ବ୍ୟାଙ୍କ ସହାୟକ ମହାପ୍ରବନ୍ଧକ ଏବଂ ରାଜ୍ୟ ସ୍ଥରୀୟ ବ୍ୟାଙ୍କର୍ଷ ସମିତି ଓଡିଶାର ପ୍ରଭାରୀ ଲିଙ୍ଗରାଜ ନାୟକ ଓ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତ ଯୋଗ ଦେଇଥିଲେ।
Popular Categories



