www.samajalive.in
Tuesday, December 9, 2025
19.1 C
Bhubaneswar

ତାଲିବାନଙ୍କ ‘ଗଡ ଫାଦର’ ମୌଲାନା ସାମିଉଲ୍‍ଙ୍କୁ ହତ୍ୟା

ଇସଲାମାବାଦ : ତାଲିବାନଙ୍କ ଗଡ ଫାଦର ଭାବେ ପରିଚିତ ପାକିସ୍ତାନର ଧାର୍ମିକ ପ୍ରବକ୍ତା ମୌଲାନା ସାମିଉଲ୍‍ ହକ୍‍ (୮୨)ଙ୍କୁ ଶୁକ୍ରବାର ଗୁଳି କରି ହତ୍ୟା କରାଯାଇଛି। ସାମିଉଲଙ୍କୁ ରାୱଲପିଣ୍ଡିସ୍ଥିତ ତାଙ୍କ ଘର ଭିତରେ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଥିବା ତାଙ୍କ ପୁଅ କହିଛନ୍ତି। ସାମିଉଲ୍‍ ଖାଇବର ଫଖତୁଖୱା ପ୍ରଦେଶର ଆକୋରା ଖଟ୍ଟାକ ସହରରେ ଥିବା ପ୍ରମୁଖ ମଦ୍ରାସା ଦାରୁଲ ଉଲୁମ୍‍ ହାକାନିଆର ମୁଖ୍ୟ ଥିଲେ। ଏହା ସହିତ ଜାମିଆତ ଉଲେମା-ଇ-ଇସଲାମ-ସାମି (ଜେୟୁଆଇ-ଏସ୍‍) ନାମକ ରାଜନୈତିକ ଦଳର ମୁଖ୍ୟ ଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories