କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଘରୋଇ ଗୋପବନ୍ଧୁ ଠିକାଦାର ସଂଘର ୨୦୨୩-୨୪ ବର୍ଷ ପାଇ କର୍ମକର୍ତା ଚୟନ ଶେଷ ହୋଇଛି।ସଭାପତି ଦୌଡରେ ତିନି ଜଣ ତୁଲାରାମ ବେହେରା, କୁଲଦୀପ ଚୌହାନ, ବିସିକେଶନ ପନିକା ଥିଲେ। ସଂଘର ସମସ୍ତ ସଦସ୍ୟ ବିସିକେଶନ ପନିକା ସଭାପତି, ଉପସଭାପତି କାର୍ତିକ ବଂଛୋର, ସମ୍ପାଦକ ଭାବେ ଓକିଲ ଦୀପ ଏବଂ କୋଷାଧକ୍ଷ ଭାବେ ରୁପଧର ବାଗଙ୍କୁ ଚୟନ କରିଥିବା ସଙ୍ଘ ସୂଚନା ଦେଇଛି।
Popular Categories



