www.samajalive.in
Sunday, December 14, 2025
19.1 C
Bhubaneswar

ମାହାଙ୍ଗା ଅଞ୍ଚଳରେ କରକାପାତ, ଆକାର ଦେଖିଲେ ଭୟ ଲାଗିବ

ଡେସ୍କ: କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ଗତକାଲି ଓ ଆଜି କୁଆପଥର ବର୍ଷା ହୋଇଛି। ବିଭିନ୍ନ ସମୟରେ ଏଭଳି କୁଆପଥର ବର୍ଷା ହେବା କିଛି ଅସାମାନ୍ୟ ନୁହେଁ। କିନ୍ତୁ କୁଆପଥର ଆକାର ଦେଖିଲେ ଯେ କେହି ବି ଭୟ କରିବ। ଆପଣାମାନେ ଫଟୋରେ ଦେଖି ପାରୁଥିବେ ଯୁବକ ଜଣଙ୍କ ହାତରେ ଧରିଥିବା କୁଆପଥର ଖଣ୍ଡ।

ଏହି କରକାପାତରେ ଅନେକ ଜଣ ଆହତ ହୋଇଥିବା ବେଳେ କେତେକ ଗାଡିର କାଚ ମଧ୍ୟ ଭାଙ୍ଗିଥିବା ଖବର ମିଳିଛି। ମାହାଙ୍ଗା କୋଠପଦାର ଗ୍ରାମବାସୀ କବି ନାରାୟଣ ମୁଦୁଲି କହିଛନ୍ତି ଯେ ସେ ଏଭଳି କରକାପାତ ଜୀବନରେ ପ୍ରଥମ ଥର ପାଇଁ ଦେଖିଲେ। ବଡ ବଡ ଆକାରର କୁଆପଥର ମାଡ଼ରେ କଦଳୀ ଓ ପିଜୁଳିଗଛ ଗୁଡିକରୁ କଦଳୀ କାନ୍ଧି ଓ ପିଜୁଳି ସବୁ ଝଡି ପଡିଥିବା ସେ କହିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories