ରେଙ୍ଗାଲି କ୍ୟାମ୍ପ: ଅତାବିରା ବ୍ଲକରେ ମୋଟ୍ ୧୦ଗୋଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବା ବେଳେ ସରକାରୀ ବାଳିକା ବିଦ୍ୟାଳୟକୁ ବ୍ଳକର ନୋଡାଲ ସେଣ୍ଟର କରାଯାଇଛି। ପ୍ରଥମ ଦିନରେ ବ୍ଳକର ୧୮୨୭ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୭୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫୨ଜଣ ଅନୁପସ୍ଥିତ ଥିବା ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
Popular Categories



