ନାବାଳିକା ଦୁଷ୍କର୍ମୀକୁ ୨୦ବର୍ଷ ଜେଲ, ପୀଡ଼ିତାକୁ ୬ ଲକ୍ଷ କ୍ଷତିପୂରଣ ଦେବାକୁ ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ

ଫୁଲବାଣୀ: ନାବାଳିକା ଦୁଷ୍କର୍ମୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଫୁଲବାଣୀ ସ୍ବତନ୍ତ୍ର ପକ୍ସୋ କୋର୍ଟ ଦୋଷୀ ସୁନୀଲ ସାପାକକୁ ଦଣ୍ଡାଦେଶ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୨୦ରେ ତୁମୁଡ଼ିବନ୍ଧ ଥାନା ଅଞ୍ଚଳ ଦୁଷ୍କର୍ମ ମାମଲାରେ ରାୟ ପ୍ରକାଶ କରି ଫୁଲବାଣୀ ପକ୍ସୋ କୋର୍ଟ ଦୋଷୀ ସୁନୀଲ ସାପାକକୁ ୨୦ବର୍ଷ ଦଣ୍ଡାଦେଶ ସହ ପୀଡ଼ିତାକୁ ୬ ଲକ୍ଷ କ୍ଷତିପୂରଣ ଦେବାକୁ ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି।

kalyan agarbati

Comments are closed.