ପୂର୍ବତନ ରାଜସ୍ବ ନିରୀକ୍ଷକଙ୍କୁ ଜେଲ
ଭୁବନେଶ୍ବର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ବ ନିରୀକ୍ଷକ ଦଣ୍ଡିତ ହୋଇଛନ୍ତି। ପୁରୁଣା ଭୁବନେଶ୍ବର ପୂର୍ବତନ ରାଜସ୍ବ ନିରୀକ୍ଷକ ଦାଶରଥୀ ମାଝୀ ଙ୍କୁ ଅଢ଼େଇ ବର୍ଷ ଜେଲ ଓ ୫୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦିଆଯାଇଛି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦାଶରଥୀ ମାଝିଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି।
Comments are closed.