ଦୁଷ୍କର୍ମୀକୁ ୨୦ ବର୍ଷ ସଜା ଶୁଣାଇଲେ ପକ୍ସୋ କୋର୍ଟ
ଜଗତସିଂହପୁର: ଜଣେ ନାବାଳିକା ଦୁଷ୍କର୍ମୀ ମାମଲାରେ ଦୋଷୀକୁ ୨୦ବର୍ଷ ସଜା କରାଯାଇଛି। ତିର୍ତ୍ତୋଲ ଥାନା ଅଞ୍ଚଳରେ ୨୦୧୮ରେ ଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ ହୋଇଛି। ପକ୍ସୋ କୋର୍ଟ ପକ୍ଷରୁ ଦୋଷୀ ସନ୍ତୋଷ ଭୋଳକୁ ଦଣ୍ଡାଦେଶ ଶୁଣାଇଛନ୍ତି। ପୀଡ଼ିତାକୁ ୭ଲକ୍ଷ କ୍ଷତିପୂରଣ ପାଇଁ ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ ଦିଆଯାଇଛି।
Comments are closed.