www.samajalive.in
Sunday, December 7, 2025
13.1 C
Bhubaneswar

ଧଳାପଥର ବଜାରରେ ଗଜଲକ୍ଷ୍ମୀ ପୂଜା

କଳାପଥର: ବାଘମାରି-କଳାପଥର ରାଜ୍ୟ ରାଜପଥର ଧଳାପଥର ବଜାରରେ ୬୫ ତମ ଗଜଲକ୍ଷ୍ମୀ ପୂଜା  ଆରମ୍ଭ ହୋଇଛି। ଏହି ଉପଲକ୍ଷେ ୫ ଦିନ ବ୍ୟାପି ହେବାକୁ ଥିବା ପାଲା, ପ୍ରବଚନ ଓ ସାଂସ୍କୃତକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। କମିଟିର ସଭାପତି ଭୋଳାନାଥ ବେହେରା ,ସଂମ୍ପାଦକ ଆର୍ତ୍ତବନ୍ଧୁ ପ୍ରଧାନ ,ପରିଚାଳନା ରେ ସୁଦଶକ୍ଷନ ସାହୁ, ଦାମୋଦର ନାୟକ,ସୁରଜ ପ୍ରସାଦ ସୁବୁଦ୍ଧୀ ଅନ୍ତଯ୍ୟାମୀ ସାହୁ, ପ୍ରଶାନ୍ତ ମହାରଣା,ସଂସାରି ନୟକ,ଲୁଡୁ ମହାପାତ୍ର,ସୋମନାଥ ବାରିକ ପ୍ରମୁଖ କାଯ୍ୟକ୍ରମ ପରିଚାଳନା କରିଥିବା ବେଳ ମା ଗଜଲକ୍ଷ୍ମୀ ପୂଜା କମିଟି ସଦସ୍ୟ ଗଣ ଏଥିରେ ସହେଯାଗ କରିଥିଲେ। ଚଳିତ ବର୍ଷ  ସମାଜ ସେବୀ ଭୋଳାନାଥ ବେହେରାଙ୍କ ନେତୃତ୍ୱରେ ୫ ଲକ୍ଷ ଟଙ୍କାରେ ନିର୍ମିତ ପୂଜା ମଣ୍ଡପ ଓ ସିଂହାସନ ନିର୍ମାଣ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories