କଳାପଥର: ବାଘମାରି-କଳାପଥର ରାଜ୍ୟ ରାଜପଥର ଧଳାପଥର ବଜାରରେ ୬୫ ତମ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ୫ ଦିନ ବ୍ୟାପି ହେବାକୁ ଥିବା ପାଲା, ପ୍ରବଚନ ଓ ସାଂସ୍କୃତକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। କମିଟିର ସଭାପତି ଭୋଳାନାଥ ବେହେରା ,ସଂମ୍ପାଦକ ଆର୍ତ୍ତବନ୍ଧୁ ପ୍ରଧାନ ,ପରିଚାଳନା ରେ ସୁଦଶକ୍ଷନ ସାହୁ, ଦାମୋଦର ନାୟକ,ସୁରଜ ପ୍ରସାଦ ସୁବୁଦ୍ଧୀ ଅନ୍ତଯ୍ୟାମୀ ସାହୁ, ପ୍ରଶାନ୍ତ ମହାରଣା,ସଂସାରି ନୟକ,ଲୁଡୁ ମହାପାତ୍ର,ସୋମନାଥ ବାରିକ ପ୍ରମୁଖ କାଯ୍ୟକ୍ରମ ପରିଚାଳନା କରିଥିବା ବେଳ ମା ଗଜଲକ୍ଷ୍ମୀ ପୂଜା କମିଟି ସଦସ୍ୟ ଗଣ ଏଥିରେ ସହେଯାଗ କରିଥିଲେ। ଚଳିତ ବର୍ଷ ସମାଜ ସେବୀ ଭୋଳାନାଥ ବେହେରାଙ୍କ ନେତୃତ୍ୱରେ ୫ ଲକ୍ଷ ଟଙ୍କାରେ ନିର୍ମିତ ପୂଜା ମଣ୍ଡପ ଓ ସିଂହାସନ ନିର୍ମାଣ ହୋଇଛି।
Popular Categories



