www.samajalive.in
Monday, December 15, 2025
24.1 C
Bhubaneswar

ବ୍ଲକ ଗ୍ରାଣ୍ଟ ସ୍କୁଲ ଅନୁଦାନ ପ୍ରାପ୍ତ ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ ବୈଠକ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବ୍ଲକ ଗ୍ରାଣ୍ଟ ଅନୁଦାନ ପ୍ରାପ୍ତ ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ଜରୁରୀ ସାଂଗଠନିକ ବୈଠକ କଣ୍ଟାମାଳ ବ୍ଲକ ଗୁଡଭେଲିପଦର ସ୍ଥିତ ରାଧାମୋହନ ମେହେର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୌଦ୍ଧ ଜିଲ୍ଲାର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି ଗତ ଜାନୁଆରୀ ୧ ତାରିଖ ଠାରୁ ସପ୍ତମ ବେତନ ପ୍ରଦାନ କରି ଜାନୁଆରୀ ଓ ଫେବୃଆରୀ ୨ ମାସର ଦରମା ଦେଇ ହଠାତ ବିନା ସୂଚନାରେ ଷଷ୍ଠ ବେତନକୁ ଲଦିଦେଇ ଓଡ଼ିଶାରେ ଏକ ଇତିିହାସ ସୃଷ୍ଟି କରିଛନ୍ତି। ଯାହାକି ଓଡ଼ିଶାର କୌଣସି ଜିଲ୍ଲାରେ ଏପରି ବ୍ୟବସ୍ଥା ନାହିଁ। ଏହାକୁ ବୈଠକରେ ନିନ୍ଦା କରାଯାଇଥିଲା। ରାଜ୍ୟର ସଂଗଠନକୁ ମଜବୁତ କରିବା ପାଇଁ ଜିଲ୍ଲାର ସଂଗଠନକୁ ସୁଦୃଢ କରି ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନକୁ ସପୂର୍ଣ୍ଣ ଭାବେ ପୂର୍ଣ୍ଣ ସହ ଯୋଗ କରିବା ପାଇଁ ନିଷ୍ପତି ନିଆଯାଇଥିଲା।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories