www.samajalive.in
Monday, December 15, 2025
14.1 C
Bhubaneswar

ପୌରାଧ୍ୟକ୍ଷା ବିକାଶରେ ବାଧା ଦେଉଥିବା ଅଭିଯୋଗ

ଟିଟିଲାଗଡ଼: ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷା ମମତା ଜୈନ ଏବଂ ତାଙ୍କ ବିକେପି କାଉନସିଲର ଟିଟିଲାଗଡ଼ ସହରର ବିକାଶରେ ଆନ୍ତରାୟ ସୃଷ୍ଟି କରିଥିବା ବିଜେଡି ଅଭିଯୋଗ କରିଛି। ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ପୌର ଉପାଧ୍ୟକ୍ଷା ପୁଷ୍ପାମଞ୍ଜରୀ ଜାଲ ଏବଂ ବିଜେଡି କାଉନସିଲର ମାନସ ସାହୁ, ସୁଧୀର ଅଗ୍ରୱାଲ, ସୁନିତା ଦାଶ, ସାବିତ୍ରୀ ବାରିକ, ଚନ୍ଦ୍ରକନ୍ତି ନାଗ ପ୍ରମୁଖ ପୌରାଧ୍ୟକ୍ଷାଙ୍କ ଉପରେ ବର୍ଷିଥିଲେ। ବିଶେଷ କରି ସହରର ପରିମଳ ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏହାର ପ୍ରତିକାର ପାଇଁ ପୌରାଧ୍ୟକ୍ଷା ସହଯୋଗ କରୁନଥିବା ଅଭିଯୋଗ କରିଥିଲେ। ଅନ୍ୟ ପକ୍ଷରେ ପଦ୍ମପୁରରେ ଉପନିର୍ବାଚନ ନେଇ ବିଜେଡି ପକ୍ଷରୁ ପଦ୍ମପୁରକୁ ଜିଲା ଗଠନ ନେଇ ପ୍ରେସ ଵିଜ୍ଞପ୍ତି ଜାରି ସହ ସମର୍ଥନ କରାଯାଉଛି। ହେଲେ ଦୀର୍ଘ ୩୦ ବର୍ଷ ହେବ ଟିଟିଲାଗଡ଼ ଜିଲା ଦାବି ପ୍ରତି ରାଜ୍ୟରେ ଶାସକ ବିଜେଡି ଦଳ ନିରବ କାହିଁକି ବୋଲି ଦଳର ନେତ୍ରୀ ଶ୍ରୀମତୀ ଜାଲଙ୍କୁ ପଚାରିବାରୁ ମୁଖ୍ୟମନ୍ତ୍ରୀ ଏନେଇ ନିଶ୍ଚିତ ବିଚାର କରିବେ ବୋଲି କହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories