www.samajalive.in
Monday, December 15, 2025
15.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଆଜି କଟକ ବାଲିଯାତ୍ରାର ଷଷ୍ଠ ଦିନ… ଭିଡ଼ ନିୟନ୍ତ୍ରଣ କରିବାକୁ ପ୍ରଶାସନ ନାକେଦମ… ସଂଧ୍ୟାରେ ଦେଖିବାକୁ ମିଳିବେ ବଲିଉଡ କଳାକାର… ରବିବାର ଥିବାରୁ ସଂଧ୍ୟାରେ ଲାଗିବ ଖଚାଖଚ ଗହଳି… ସେପଟେ ଘରକରଣା ଜିନିଷ କିଣିବାରେ ମସଗୁଲ ଗୃହିଣୀ… ଭଲ ଦୁଇପଇସା ବ୍ୟବସାୟ କରୁଛନ୍ତି ବ୍ୟବସାୟୀ… ବିଭିନ୍ନ ଦୋଳି ନିକଟରେ ଜମୁଛି ଲୋକଙ୍କ ଭିଡ଼…

(୨) କିଏ ହାତେଇବ ପଦ୍ମପୁର ଆସନ… ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଲେଣି ସମସ୍ତ ଦଳ… ବିଜେପି ପକ୍ଷରୁ ଲଢ଼ିବେ ପ୍ରଦୀପ ପୁରୋହିତ… ସତ୍ୟଭୂଷଣ ସାହୁଙ୍କୁ କଂଗ୍ରେସ କରିଛି ପ୍ରାର୍ଥୀ… ବିଜେଡି ଏବେ ବି କଷୁଛି ପ୍ରାର୍ଥୀ ଚିହ୍ନଟ ଗଣିତ… ଆଜି ପଦ୍ମପୁର ପାଇଁ କରିପାରେ ପ୍ରାର୍ଥୀ ଘୋଷଣା…

- Advertisement -

(୩) ରାଉରକେଲାରେ ଫୁଟିଲା ଗୁଳି… ଝିରିପାଣି ଗାଁରେ ଗୁଳିମାଡ଼, ଜଣେ ଆହତ… ଆହତ ଯୁବକଙ୍କୁ ଆଇଜିଏଚରେ ଭର୍ତ୍ତି… ଜମି ବିବାଦରୁ ଗୁଳିକାଣ୍ଡ ହୋଇଥିବା ସୂଚନା… ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର… ଘଟଣାସ୍ଥଳରେ ପୁଲିସ କରୁଛି ତଦନ୍ତ…

ମହମବତୀରେ ଚକୋଟେଲ ବାସ୍ନା; ଦେଖନ୍ତୁ ବାଲିଯାତ୍ରାର ସ୍ୱତନ୍ତ୍ର ଭିଡିଓ

(୪) ମଝି ଆକାଶରେ ଧକ୍କା ହେଲା ବିମାନ… ଏୟାର ସୋ’ ବେଳେ ଆକାଶରେ ୨ ବିମାନ ମଧ୍ୟରେ ଧକ୍କା… ଘଟଣାସ୍ଥଳରେ ଜଳିଗଲା ୨ ବିମାନ… ୬ମୃତ, କିଛି ଜଣ ଆହତ ହୋଇଥିବା ସୂଚନା… ଜାରି ରହିଛି ଉଦ୍ଧାର କାର୍ଯ୍ୟ… ଆମେରିକାର ଡଲାସ ସହରର ଘଟଣା…

(୫) ଭିଡିଓ ଭାଇରାଲ ପରେ ଆକ୍ସନ ମୋଡରେ ବନକର୍ମଚାରୀ… ସାପଧରାଳି ବୀର ବିଶ୍ୱାଳଙ୍କୁ ଗିରଫ କଲା ବନବିଭାଗ… ବିଷଧର ସାପର ଦାନ୍ତକୁ ନେଲକଟରରେ କାଟୁଥିଲେ ବୀର… ପୁଇଁତଳା ବିଲେଇସର୍ଡା ଗାଁରୁ ଭିଡିଓ ହୋଇଥିଲା ଭାଇରାଲ…

(୬) ଇଜିଫ୍ଟର ଉତ୍ତରାଞ୍ଚଳ ଆଗା ସହରରେ ବଡ଼ ଧରଣର ଦୁର୍ଘଟଣା… କେନାଲକୁ ଖସିଲା ଯାତ୍ରୀବିହୀ ବସ୍‌… ୨୧ମୃତ, ଅନେକ ଆହତ… ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ… ବସରେ ମୋଟ୍‌ ୩୫ଜଣ ଯାତ୍ରୀ ଥିବା ସୂଚନା…

ବାଲିଯାତ୍ରାରେ ବିଟେକ୍‌ ବିରିୟାନି; ଦେଖନ୍ତୁ ଭିଡିଓ

(୭) ଆଜି ଟି୨୦ ଫାଇନାଲ ମ୍ୟାଚ୍‌… ମେଲବର୍ଣ୍ଣରେ ଇଂଲଣ୍ଡ ଓ ପାକିସ୍ତନ ମଧ୍ୟରେ କଡ଼ା ମୁକାବିଲା… ବର୍ଷା ସମ୍ଭାବନାକୁ ନେଇ ରିଜର୍ଭଡେ ବ୍ୟବସ୍ଥା… ସେପଟେ ପାକିସ୍ତାନ ଉପରେ ରହିଛି ସମସ୍ତଙ୍କ ନଜର… ଦିର୍ଘ ଦିନପରେ ଫାଇନାଲ ମ୍ୟାଚକୁ ଯାଇଛି ପାକ୍‌… ୩୦ ବର୍ଷ ପରେ ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡ ଓ ପାକିସ୍ତନ ହେବେ ଭେଟାଭେଟି…

ବାଲିଯାତ୍ରାରେ ‘ସମାଜ’ ଷ୍ଟଲ; ଦେଖନ୍ତୁ ଭିଡିଓ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories