www.samajalive.in
Sunday, December 7, 2025
26.1 C
Bhubaneswar

ଡିଲିଂ ବେଳେ ମାଡ଼ିବସିଲା ଏସଟିଏଫ୍‌; ଗୋଟିଏ ହରିଣ ଓ ୨ ବାଘଛାଲ ଜବତ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ପଞ୍ଝାରେ ବନ୍ୟପ୍ରାଣୀ ଚୋରା ଚାଲାଣକାରୀ ।  ନୟାଗଡ଼ ଦଶପଲ୍ଲାରେ ଡିଲିଂ ବେଳେ ଶିକାରୀକୁ ମାଡ଼ି ବସିଲା ଏସଟିଏଫ୍‌ ଟିମ୍‌ । ଶିକାରୀ ମାନଙ୍କ ଠାରୁ ୨ଟି କଲରାପତିରିଆ ବାଘଛାଲ ସହ ଗୋଟିଏ ହରିଣ ଛାଲ ଓ ବଜକ୍ରାପ୍ତା କାତି ଜବତ ହୋଇଛି । ଅଭିଯୁକ୍ତ ଭାଗବତ ମାଝୀକୁ ଏସଟିଏଫ୍‌ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories