www.samajalive.in
Sunday, December 14, 2025
19.1 C
Bhubaneswar

କମିଲା ସୁନା ଏବଂ ରୂପା ଦର

ନୂଆଦିଲ୍ଲୀ – ଦେଶରେ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇଛି । ଦିଲ୍ଲୀରେ ଥିବା ସରଫା ବା ସୁନାରୂପା ବଜାରରେ ସୁନା ଏବଂ ରୂପା ଦର କମିଛି । ସୁନା ୧୦ ଗ୍ରାମର ମୂଲ୍ୟ ହ୍ରାସ ପାଇ ୫୦,୫୯୭ ଟଙ୍କାରେ ପହଞ୍ଚିଛି । ସିଏନ୍‌ବିସିରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ ଏକ କିଲୋ ରୂପା ମୂଲ୍ୟ ୫୮ ହଜାର ଶହେ ଏଗାର ଟଙ୍କାରେ ପହଞ୍ଚିଛି ।

ଗୁରୁବାରରେ ୨୪ କ୍ୟାରେଟ ଶୁଦ୍ଧ ସୁନା ୧୦ ଗ୍ରାମର ମୂଲ୍ୟ ୪୦୨ ଟଙ୍କା ହ୍ରାସ ପାଇଛି । ପୂର୍ବରୁ ଏହାର ମୂଲ୍ୟ ୫୦,୯୯୯ ଟଙ୍କା ରହିଥିଲା ।

- Advertisement -

ରୂପା କିଲୋପ୍ରତି ୧,୨୪୪ ଟଙ୍କା ହ୍ରାସ ପାଇ ୫୮,୧୧୧ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଏବଂ ରୂପା ଦର ହ୍ରାସ ପାଇଛି । ଏହି କାରଣରୁ ଦେଶରେ ସୁନା ଏବଂ ରୂପା ଦର ହ୍ରାସ ପାଇଥିବା ଅର୍ଥନୈତିକ ବିଶେଷଜ୍ଞମାନେ କହିଛନ୍ତି ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories