www.samajalive.in
Monday, December 15, 2025
15.1 C
Bhubaneswar

ଶାରଦୀୟ ଦୁର୍ଗା ପୁଜା ପାଇଁ ବିଲ୍ୱବରଣ କାର୍ଯ୍ୟକ୍ରମ

ରେଙ୍ଗାଲି: ରେଙ୍ଗାଲି ଅଞ୍ଚଳରେ ଶାରଦୀୟ ଦୁର୍ଗା ପୂଜା ଅବସରରେ ମୃଣ୍ମୟୀ ଦେବୀଙ୍କ ଧରାପୃଷ୍ଠକୁ ଅବତରଣ ପାଇଁ ଆଜି ବିଲ୍ୱବରଣ କାର୍ଯ୍ୟକ୍ରମ ଶାକ୍ତ ବିଧି ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ରେଙ୍ଗାଲି ବସଷ୍ଟାଣ୍ଡ୍‍, ରାମଚନ୍ଦ୍ରନଗର, ଠେଲକୋଲୋଇ,କତରବଗା, ରଙ୍ଗଟିକ୍ରା ମାନିକମୁଣ୍ଡା ଆଦି ଗ୍ରାମରେ ଅନୁଷ୍ଠିତ ହେବାକୁ ଯାଉଥିବା ଦୁର୍ଗା ପୁଜା ଆଜି ସନ୍ଧ୍ୟାରେ ବିଲ୍ୱ ବରଣ ବିଧି ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ଏହି ଅବସର ରେ ମୃଣ୍ମୟୀ ଦେବୀଙ୍କୁ ଧରାପୃଷ୍ଠକୁ ଅବତରଣ ପାଇଁ ଆବାହନ ନିମନ୍ତେ ବେଳ ଗଛ ମୂଳରେ ବିଧିମତେ ପୂଜା ଅର୍ଚ୍ଚନା କରି ଗଛ ଡାଳରେ କଳସ ବନ୍ଧା ଯିବା କାର୍ଯ୍ୟକ୍ରମ ସମ୍ପନ୍ନ କରଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories