www.samajalive.in
Sunday, December 14, 2025
26.1 C
Bhubaneswar

ତାସ ଖେଳିବା ଆଳରେ ଜୁଆ, ୪ ଜୁଆଡି କୋର୍ଟ ଚାଲାଣ

ରେଙ୍ଗାଲି: ରେଙ୍ଗାଲି ଥାନା ଅନ୍ତର୍ଗତ ପଣ୍ଡଲୋଇ ସ୍ଥିତି ଶ୍ୟାମ ମେଟାଲିକ୍ସ କାରଖାନାର ୪ନମ୍ବର ଗେଟ୍‍ ପାଖରେ ଥିବା ଏକ ପୋଲ ତଳେ ତାସ୍‍ ଖେଳିବା ଆଳରେ ଜୁଆ ଖେଳ ଚାଲିଥିବା ସୂଚନା ପାଇ ରେଙ୍ଗାଲି ପୁଳିସ ଆଜି ଚଡଉ କରି ୪ଜଣ ଜୁଆଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜୁଆଡି ମାନଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରି ସେମାନଙ୍କ ପାଖରୁ ନଗଦ ୧୪ ହଜାର ୫ ଶହ ୩୦ ଟଙ୍କା ଏବଂ ତାସ୍‍ପତ୍ତି ଜବତ କରଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ରେଙ୍ଗାଲି ଆଇଆଇସି ଧବଳେଶ୍ୱର ସାହୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନେ ହେଲେ ବିହାର ରୋତାସ୍‍ ଜିଲ୍ଳା ତିଲହାଟୋ ଥାନା ଅନ୍ତର୍ଗତ ଅଜାଦବିଘା ଗ୍ରାମର ଯୋଗେଶ କୁମାର (୩୮), ରାମଦେବ ସିଂହ (୪୦), ଦେବଗଡ଼ ଜିଲ୍ଲା ପ୍ରଭାଶୁଣିର ସାନ ନାଏକ (୩୦) ଓ ଝାଡଖଣ୍ଡ ଲାତେହାର ଥାନା ପତ୍ରାତୋର ରାନ୍‍ଥୋ ଓରାମ (୩୦)।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories