www.samajalive.in
Wednesday, December 10, 2025
23.1 C
Bhubaneswar

ରଖେ ହରି ତ ମାରେ କିଏ; ଅଳ୍ପକେ ବର୍ତ୍ତିଗଲା ବୃଦ୍ଧାଙ୍କ ଜୀବନ, ଭାଇରାଲ ହେଉଛି ଭିଡିଓ

କଥାରେ ଅଛି ରଖେ ହରି ତ ମାରେ କିଏ ? ମାରେ ହରି ତ ରଖେ କିଏ ? ଭିଡିଓଟି ଦେଖିଲେ ଆପଣ ଏହି କଥାକୁ ନିଶ୍ଚୟ ବୁଝିଯିବେ । ଦେଖନ୍ତୁ ଜଣେ ବ୍ୟକ୍ତି ଏହି ରାସ୍ତା ଅତିକ୍ରମ କରୁଛନ୍ତି । କିଛି ସମୟ ପରେ ଜଣେ ବୃଦ୍ଧା ତାଙ୍କ ପଛେ ପଛେ ଆସୁଛନ୍ତି । ବୃଦ୍ଧା ଜଣକ ଆସିବା ପରେ ହଠାତ୍ ରାସ୍ତା କଡ଼ରେ ଥିବା ଏକ ଘରର କବାଟ ଖୋଲିଯାଉଛି । ଆଉ ତାଙ୍କ ଉପରେ ପଡ଼ିବାକୁ ଯାଉଛି ।

ହେଲେ ସୌଭାଗ୍ୟ ବସତଃ ବୃଦ୍ଧା ଜଣକ ଅଳ୍ପକେ ବର୍ତ୍ତି ଯାଉଛନ୍ତି । ଯାହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି କହିଲେ ହୁଏତ ଭୁଲ ହେବନାହିଁ । କାରଣ ଯଦି କବାଟଟି ବୃଦ୍ଧାଙ୍କ ଉପରେ ପଡ଼ଥାଆନ୍ତା । ହୁଏତ କିଛି ବଡ଼ ଧରଣର ଅଘଟଣ ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାର ଲାଗିଛି ।

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories