www.samajalive.in
Tuesday, December 9, 2025
15.1 C
Bhubaneswar

‘ସାମ୍ପ୍ରତିକ ପରିସ୍ଥିତିରେ ବଦଳୁଥିବା ପ୍ରତିଭାର ଯୋଜନାବଦ୍ଧ ପ୍ରସ୍ତୁତି: ଆହ୍ବାନ ଓ ସୁଯୋଗ’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର: ଆନ୍ତର୍ଜାତିକ ପରିଚାଳନା ପ୍ରତିଷ୍ଠାନ(ଆଇଏମ୍ଆଇ)ଭୁବନେଶ୍ୱରରେ ‘ସାମ୍ପ୍ରତିକ ପରିସ୍ଥିତିରେ ବଦଳୁଥିବା ପ୍ରତିଭାର ଯୋଜନାବଦ୍ଧ ପ୍ରସ୍ତୁତି: ଆହ୍ବାନ ଓ ସୁଯୋଗ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ଏଲଆଣ୍ଡଟି ଗ୍ରୁପ୍ ହ୍ୟୁମାନ ରିସୋର୍ସ ପରିଚାଳନା ନିର୍ଦେଶକଙ୍କ ଉପଦେଷ୍ଟା ଯୋଗୀ ଶ୍ରୀରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଇଏମ୍ଆଇ ନିର୍ଦ୍ଦେଶକ ପ୍ରଫେସର ରମେଶ ବେହେଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରଫେସର ବେହଲ କହିଥିଲେ ଯେ ସଂଗଠନଗୁଡ଼ିକ ଶୀଘ୍ର ପରିବର୍ତ୍ତନ ହେଉଥିବାରୁ ବ୍ୟବସାୟିକ ନେତାମାନେ ଅଭିନବ ଚିନ୍ତାଧାରାକୁ ପୂର୍ବାବଲୋକନ କରିବା ଏବଂ ଏକ ସଂସ୍ଥାର ଅଭିବୃଦ୍ଧି ପାଇଁ ନୂତନ ମାନସିକତା ପ୍ରତିପୋଷଣ କରିବାର ଆବଶ୍ୟକତା ରହିଛି। ଯୋଗୀ ଶ୍ରୀରାମ ତାଙ୍କ ମୁଖ୍ୟ ବକ୍ତବ୍ୟରେ ପ୍ରତିଭା ପରିଚାଳନା ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଂଶୁଳା ବର୍ମା, ଦେବରାଘ ଦେବ, ସୌରଭ କୁମାର ଦାସ, ଶୋମିକ୍ ଚୌଧୁରୀ, ସତ୍ୟଜିତ୍ ସେନାପତି, ଅଜିତ କର, ଆଶିଷ କାପୁର, ଅର୍ପିତା ମୁଖାର୍ଜୀ, ସୌଗାତା ଗୁହା ରାୟ, ରାକେଶ ପ୍ରସାଦ, ଅୟସକାନ୍ତ ମହାନ୍ତି, ପୁଣ୍ୟତୋୟା ପାଣିଗ୍ରାହୀ ପ୍ରମୁଖ ପ୍ରମୁଖ କର୍ମକ୍ଷେତ୍ରର ବିବିଧତା କିପରି ଏକ ଫାର୍ମର କାର୍ଯ୍ୟଦକ୍ଷତାକୁ ଉନ୍ନତ କରେ ସେ ବିଷୟରେ ମଧ୍ୟ ଭାବର ଆଦାନପ୍ରଦାନ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories