www.samajalive.in
Sunday, December 7, 2025
16.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ସ୍ବାଧୀନତା ଦିବସ ପୂର୍ବରୁ ପଞ୍ଜାବ ପୁଲିସ ଦିଲ୍ଲୀ ପୁଲିସ ସହାୟତାରେ ପାକ୍‌-ଆଇଏସଆଇ ସମର୍ଥିତ ଆତଙ୍କବାଦୀଙ୍କ ଯୋଜନା ପଣ୍ଡ କରିଛି… କାନାଡ଼ା ସ୍ଥିତ ଅର୍ଶ ଡଲ୍ଲା ଏବଂ ଅଷ୍ଟ୍ରେଲିଆ ସ୍ଥିତ ଗୁର୍‌ଜନ୍ତ୍ ସିଂହ ସହ ଜଡ଼ିତ ୪ଜଣ ମଡ୍ୟୁଲ ସଦସ୍ୟଙ୍କୁ ପଞ୍ଜାବ ପୁଲିସ ଗିରଫ କରିଛି… ପଞ୍ଜାବ ଡିଜିପି କହିଛନ୍ତି ଯେ, ଅଭିଯୁକ୍ତମାନଙ୍କ ନିକଟରୁ ୩ଟି ଗ୍ରେନେଡ, ୧ ଆଇଇଡି, ଦୁଇଟି ୯ ମିଲିମିଟର ପିସ୍ତଲ ଏବଂ ୪୦ଟି ଲାଇଭ କାର୍ଟ୍ରିଜ୍ ଉଦ୍ଧାର କରାଯାଇଛି…

ରାଜ୍ୟର ବନ୍ୟାସ୍ଥିତି ନେଇ ସମୀକ୍ଷା କରିବା ପରେ ଗଣମାଧ୍ୟମ ଅଗରେ ଏସଆରସି ପ୍ରତିକ୍ରିୟା ରଖିଛନ୍ତି… ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆସୁଛି ବୋଲି କହିଛନ୍ତି ଏସଆରସି…

- Advertisement -

ଅବପାତର ରୂପନେଲା ସୁଦୃଶ୍ୟ ଲଘୁଚାପ… ବାଲେଶ୍ୱର ଠାରୁ ୯୦ କିମି ଦୂରରେ କେନ୍ଦ୍ରୀଭୂତ… ଦୀଘାର ଦକ୍ଷିଣ ପୂର୍ବରେ ୧୦ କିମି ଦୂରରେ ଅବପାତ… ଆସନ୍ତା ୬ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା.. ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ…

ଆହୁରି ଛେଚିବ ୨୪ ଘଣ୍ଟା… ରାଜ୍ୟରେ ବର୍ଷା ଜାରି ରହିବା ନେଇ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ… ଉପର ଓ ତଳ ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ବନ୍ୟା ଆଶଙ୍କା ଦୃଢ଼ୀଭୂତ ଥିବା କହିଲେ ଉମାଶଙ୍କର ଦାସ…

ଜଗତସିଂହପୁର ଜିଲ୍ଲା​‌ରେ ସବୁଠାରୁ ଅଧିକ ବର୍ଷା ରେକର୍ଡ… ଜିଲ୍ଲାର ସମସ୍ତ ସ୍ଥାନରେ ୧୦୦ ମିମିରୁ ହୋଇଛି ଊର୍ଦ୍ଧ୍ଵ ବର୍ଷା… ଏରସମାରେ ସର୍ବାଧିକ ୨୧୫ ମିମି ବର୍ଷା ହୋଇଥିବା ସୂଚନା ଦେଲା ପାଣିପାଗ ବିଭାଗ… ସୁନ୍ଦରଗଡ଼ର ହେମଗିରିରେ ହୋଇଛି ୨୦୪ ମିମି ବର୍ଷା…

ପରଲୋକରେ ବିଶିଷ୍ଟ ଉଦ୍ଦ୍ୟୋଗୀ ତଥା ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲା… ୬୨ ବର୍ଷ ବୟସରେ ରାକେଶଙ୍କ ଦେହାନ୍ତ ହୋଇଛି… କିଛି ସପ୍ତାହ ପୂର୍ବରୁ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ରାକେଶ

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪୮୮ କରୋନା ଆକ୍ରାନ୍ତ… ସଙ୍ଗରୋଧରୁ ୨୮୬ ଓ ସ୍ଥାନୀୟ ସଂକ୍ରମିତ ୨୦୨ଜଣ ରହିଥିବା ସୂଚନା… ଗୋଟିଏ ଦିନରେ କରୋନାରୁ ସୁସ୍ଥ ହେଲେ ୬୬୭ ପଜିଟିଭ୍‌… ବର୍ତ୍ତମାନ ରାଜ୍ୟରେ ରହିଛନ୍ତି ମୋଟ୍‌ ୩,୭୮୬ ସକ୍ରିୟ ସଂକ୍ରମିତ…  ସେପଟେ ଦେଶରେ ଚିହ୍ନଟ ହେଲେ ଆଉ ୧୪,୦୯୨ ପଜିଟିଭ୍‌…

ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା… ବଙ୍ଗୋପସାଗରରେ ବଳ ଗୋଟାଉଛି ଆଉ ଏକ ଲଘୁଚାପ… ଆଜି ନେବ ଅବପାତର ରୂପ… ଫଳରେ ଦୁଇ ଦିନ ଯାଏ ରାଜ୍ୟରେ ଲାଗିରହିବ ବର୍ଷା… ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା…

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories