www.samajalive.in
Monday, December 15, 2025
17.1 C
Bhubaneswar

ଘନ ଓ କଳା କେଶ ପାଇଁ ଖାଆନ୍ତୁ ଏହି ଖାଦ୍ୟ

ସଭିଁଙ୍କୁ କଳା ଘନ ଓ ରେଶମୀ କେଶ ବେଶ ପସନ୍ଦ। ତେବେ ଏଥିପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟକୁ ଖାଦ୍ୟରେ ସାମିଲ କରନ୍ତୁ।
ପାଳଙ୍ଗରେ ଥିବା ବିଭିନ୍ନ ପୋଷକ ତତ୍ତ୍ୱ କେଶକୁ ମଜଭୂତ କରିବା ସହ କଳା ରଖିଥାଏ।
ଏକ ଅଧ୍ୟୟନ ଅନୁଯାୟୀ, ଜାମୁକୋଳି ଖାଇବା ଦ୍ୱାରା କେଶ ମଜଭୂତ ରଖିବା ସହ ଧଳା ହେବାରୁ ମଧ୍ୟ ରକ୍ଷା କରିଥାଏ।
କ୍ଷୀର ପିଇବା ଦ୍ୱାରା ମଧ୍ୟ କେଶ ସୁସ୍ଥ ରଖିବା ସହ କଳା ହୋଇଥାଏ।
ବାଦାମ,ପିସ୍ତା ବାଦାମରେ ଭିଟାମିନ ଏ, ଭିଟାମିନ ବି ଓ ଜିଙ୍କର ମାତ୍ରା ଅଧିକ ଥାଏ। ଯାହା କେଶର ଅନେକ ସମସ୍ୟା ଦୂର କରିବା ସହ କେଶ ପାଇଁ ଖୁବ ଉପକାରୀ।
ଦହି ସେବନ କରିବା ଦ୍ୱାରା ଏଥିରେ ଥିବା ଭିଟାମିନ ବି-୧୨ ଓ ଅନ୍ୟ ପୋଷକ ତତ୍ତ୍ୱ କେଶକୁ ଘନ, କଳା ଓ ରେଶମୀ କରିଥାଏ।
ମାଛ ଖାଇବା ମଧ୍ୟ କେଶ ପାଇଁ ଉପକାରୀ।
ଭିଟାମିନ ବି-୧୨ର ପ୍ରମୁଖ ସ୍ରୋତ ମଧ୍ୟରୁ ଅଣ୍ଡା ଗୋଟିଏ। ଏହାର ସେବନ କେଶ ପାଇଁ ଖୁବ ଉପକାରୀ।
ଏହାସହ ବିଭିନ୍ନ ଫଳ ଓ ପନିପରିବା ମଧ୍ୟ କେଶ ପାଇଁ ଖୁବ ଉପକାରୀ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories