www.samajalive.in
Sunday, December 7, 2025
14.1 C
Bhubaneswar

ଯବାନଙ୍କ ଗୀତରେ ଝୁମୁଛି ଦେଶ; ଇଣ୍ଟରନେଟ୍‌ରେ ଭାଇରାଲ ହେଉଛନ୍ତି ବିକ୍ରମଜିତ୍, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ: ବର୍ଡରେ ଯବାନ ଗାଇଲେ ୧୯୯୭ ମସିହାର ବଲିଡଉ ଚଳଚ୍ଚିତ୍ର ଗୀତ ।  ନିଜର ଫିଲରେ.. ନିଜର ଦିଲରେ.. ଆଇଟିବିପି ଯବାନ ଜଣକ  ଫିଲ୍ମ ‘ବର୍ଡର’ର ଗୀତକୁ ଅତି ସୁନ୍ଦ ଭାବେ ଗାଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯବାନଙ୍କ କଣ୍ଠର ସ୍ୱର ଜଣେ ପ୍ଲେ ବ୍ୟାକ୍‌ ସିଙ୍ଗରଠୁ କମ୍‌ ନଥିବା ଶୁଣିବାକୁ ମିଳୁଛି । ଦେଖନ୍ତୁ ଏହି ସୁନ୍ଦର ଭିଡିଓ..

ଯବାନଙ୍କ ଏହି ଗୀତର ଭିଡିଓକୁ ମନୀଷ ଶୁକ୍ଳା ନାମକ ଜଣେ ଜତୀୟ ଗଣମାଧ୍ୟମର ସାମ୍ବାଦିକ ତାଙ୍କ ଟ୍ୱିଟର ପେଜରେ ପୋଷ୍ଟ କରିଛନ୍ତି । ତାହା ସହ ଯବାନ ଜଣକଙ୍କ ନାଁ ବିକ୍ରମଜିତ୍‌ ସିଂ ବୋଲି ସେ ସୂଚନା ଦେଇଛନ୍ତି । ଭିଡିଓରେ ଅନ୍ୟ ତିନି ଜଣ ଯବାନ ବିକ୍ରମଙ୍କ ସହିତ ଛିଡ଼ା ହୋଇ ସଂଗୀତର ମଜା ନେଉଥିବା ଦେଖିବାକୁ ମିଳିଛି । ଜଣେ ଯାବନ ତାଙ୍କ ଗୀତରେ ଗୁଣଗୁଣ ହେଉଥିବା ଦେଖିବାକୁ ମିଳିଛନ୍ତି ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories