ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ
ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୪୭୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୯,ସଙ୍ଗରୋଧରୁ ୨୭୬ ଓ ସ୍ଥାନୀୟ ୧୯୪।
Covid-19 Report For 7th July
New Positive Cases: 470
Of which 0-18 years: 49
In quarantine: 276
Local contacts: 194(Details of local contacts will be shared by concerned District)
1. Balasore: 9
2. Bhadrak: 1
3. Cuttack: 94
4. Gajapati: 1
5. Ganjam: 4
6. Jagatsinghpur: 7— I & PR Department, Odisha (@IPR_Odisha) July 8, 2022
New recoveries: 218
Cumulative tested: 32197792
Positive: 1292416
Recovered: 1280750
Active cases: 2487— I & PR Department, Odisha (@IPR_Odisha) July 8, 2022
୧୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୯, ଭଦ୍ରକ ୧, କଟକ ୯୪, ଗଜପତି ୧, ଗଞ୍ଜାମ ୪, ଜଗତସିଂହପୁର ୭୭, ଯାଜପୁର ୪, ଝାରସୁଗୁଡା ୧, କେନ୍ଦ୍ରାପଡା ୨, କେନ୍ଦୁଝର ୩, ଖୋର୍ଦ୍ଧା ୨୨୧, ମୟୁରଭଞ୍ଜ ୭, ନୟାଗଡ ୪, ନୂଆପଡା ୫, ପୁରୀ ୧୭, ରାୟଗଡା ୧, ସମ୍ବଲପୁର ୯, ସୋନପୁର ୪, ସୁନ୍ଦରଗଡ ୨୪, ଷ୍ଟେଟ ପୁଲରୁ ୫୨। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୨,୪୧୬କୁ ବୃଦ୍ଧି ପାଇଛି। ୧୨,୮୦,୭୫୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨,୪୮୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.