ପାଟଣା: ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗୀରୀ ଗ୍ରାମର ମା ଟାଙ୍ଗରାଣୀପାଟ ଠାକୁରାଣୀଙ୍କ ଦେହୁରୀ ଗୁରୁଚରଣ ନାଏକଙ୍କ ପୁଅ ଅରବିନ୍ଦ ନାଏକ ଓରଫ୍ ପିଣ୍ଟୁ (୨୪) ଗ୍ରାମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ଗ୍ରାମର ମଝି ସାହିରେ ନିଜଘର ନିକଟ ଅନ୍ୟ ଜଣକ ବାଡ଼ିରେ ଏକ ଗଛରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ତୁରୁମୁଙ୍ଗl ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି।
Popular Categories



