ପାଟଣା: ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଟିକିରା ଠାରେ ଆଜି ବିଦ୍ୟାଳୟ ଓ ବନବିଭାଗ ସହଯୋଗରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭlରପାପ୍ତ ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ମହାରାଜଙ୍କ ସହ ଘଟଗାଁ ବନାଞ୍ଚଳ ଅଧିକାରି ପ୍ରଭାତ କୁମାର କୁଁଅର, ବନରକ୍ଷୀ ଯୋଗେଶ୍ୱର ମାଝୀ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ମୋନିକା ଦାସ, ରମାକାନ୍ତ ସେଠୀ, ଅମନ୍ ରାଥୋଡ, ବ୍ରହ୍ମାନନ୍ଦ ଶତପଥୀ, ଶଶିରେଖା ନାୟକ, ପୁଷ୍ପାଞ୍ଜଳି ସିଂହ, ବିଶ୍ବରଂଜନ ସାହୁ, ସମୀର କୁମାର ନାୟକ, ନୀଳକଣ୍ଠେଶ୍ଵରୀ ସାହୁ, ଅମିତ୍ କୁମାର ଦେହୁରୀ ଓ ଦେବାଶିଷ ସାହୁ ପ୍ରମୁଖ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ବଉଳ, ଆମ୍ବ, ସାହାଡ଼ା, ଲିଚୁ, ପଣସ ଓ ପିଜୁଳି ଚାରା ଆଦି ରୋପଣ କରିଥିଲେ।
Popular Categories



