ବଟି ନ ଦେବାରୁ ଗୁଳିମାଡ଼

ରାୟଗଡ଼ା: ଆଜି ବଟି ଆଦାୟକୁ ନେଇ କିଛି ଦୁର୍ବୁତ୍ତ ଜଣେ ଟ୍ରକ ଡ୍ରାଇଭରଙ୍କୁ ଗୁଳିମାଡ଼ କରିଛନ୍ତି। ୫/୬ ଜଣ ଦୁର୍ବୁତ୍ତ ଟ୍ରକ ଡ୍ରାଇଭରଙ୍କୁ ରାସ୍ତାରେ ଅଟକାଇ ଗୁଳିମାଡ଼ କରିଥିବା ସୂଚନା ମିଳିଛି। ବଟି ନ ଦେବାରୁ ଏହି ଦୁର୍ବୁତ୍ତମାନେ ଡ୍ରାଇଭରଙ୍କୁ ଗୁଳିମାଡ଼ କରିଛନ୍ତି। ଟିକିରିଥାନା କାଳିଆପଡ଼ା ଘାଟିରେ ୫/୬ଜଣ ଦୁର୍ବୁତ୍ତ ଟ୍ରକ ଡ୍ରାଇଭରଙ୍କୁ ଅଟକାଇ ଗୁଳିମାଡ଼ କରିବା ପରେ ସମସ୍ତେ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ। ଗୁଳିମାଡ଼ରେ ଆହତ ଡ୍ରାଇଭର ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

kalyan agarbati

Comments are closed.