www.samajalive.in
Tuesday, December 9, 2025
19.1 C
Bhubaneswar

ଚାରିଛକରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ହରଭଙ୍ଗା: ହରଭଙ୍ଗା ବ୍ଲକ ଚାରିଛକ ବଜାରରେ ଶୁକ୍ରବାର ସତ୍ୟସାଇ ସେବା ସଂଗଠନ ଏବଂ ଚାରିଛକ ବଣିକ ସଂଘ ପକ୍ଷରୁ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାଣୀଭୁଷଣପୁର ସରପଂଚ ଶ୍ରୀବନ୍ତ ମେହେର, ସମ୍ମାନୀତ ଅତିଥି ଭାବେ ସତ୍ୟ ସାଇ ସଂଗଠନ ଜିଲ୍ଲା ସଭାପତି ପ୍ରୀୟବ୍ରତ ବେହେରା, ବଜାର କମିଟି ସଭାପତି ଦିଲ୍ଲୀପ ସାହୁ, ହରଭଙ୍ଗା ବରିଷ୍ଟ ନାଗରିକ କମିଟି ସଭାପତି ରମେଶ ଚନ୍ଦ୍ର ଜେନା, ଭାଗୀରଥୀ ପାତ୍ର, ବାସୁଦେବ ସାହୁ, ସୁରେଷ ଦେହୁରୀ, ସିକନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରକଳ୍ପ ଦ୍ୱାରା ଜନଗହଳିପୁର୍ଣ୍ଣ ଚାରିଛକ ବଜାରରେ ଜନସାଧାରଣ ବିଶୁଦ୍ଧ ଥଣ୍ଡା ପାନୀୟ ଜଳର ସୁବିଧା ପାଇବେ ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories