www.samajalive.in
Sunday, December 7, 2025
14.1 C
Bhubaneswar

କଳିକେଶ ଯିବେ କି ରାଜ୍ୟସଭା ?

ବଲାଙ୍ଗିର: ରାଜ୍ୟସଭାରେ ବିଜେଡିର ୪ଜଣ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ସସ୍ମିତ ପାତ୍ରଙ୍କ ପ୍ରଦର୍ଶନକୁ ନେଇ ପୁଣିଥରେ ତାଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ବିଜେଡି ଶିବିରରେ ଚର୍ଚ୍ଚା ହେଉଛି । ତେବେ ବାକି ଥିବା ଆଉ ୩ଟି ପଦ ପାଇଁ କାହାକୁ ପ୍ରାର୍ଥୀ କରାଯିବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ସଂସଦରେ ପୂର୍ବତନ ଲୋକସଭା ସାଂସଦ କଳିକେଶ ନାରାୟଣଙ୍କ ପ୍ରଦର୍ଶନ ବେଶ ଭଲ ରହିଥିଲା । ସେହି ଦୃଷ୍ଟିରୁ ତାଙ୍କୁ ପରିବର୍ତ୍ତୀତ ରାଜନୈତିକ ସମୀକରଣରେ ରାଜ୍ୟସଭାକୁ ଯିବା ପାଇଁ ସୁଯୋଗ ମିଳିପାରେ ବୋଲି ଆଲୋଚନା ଜୋର ଧରିଛି । କିନ୍ତୁ ବିଜେଡି ଶିବିରରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ମାତ୍ରାଧିକ ଅନୁପ୍ରବେଶ ଓ କଳିକେଶଙ୍କ ସହ ସଂପର୍କ ସେତେଟା ଭଲ ନଥିବାରୁ ତାଙ୍କ ପ୍ରାର୍ଥୀତ୍ୱ ସନ୍ଦେହରେ ରହିଥିବା ଆଲୋଚନାକୁ ଖୋରାକ ଯୋଗାଇଛି ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories