ଗଞ୍ଜାମ : ବ୍ରହ୍ମପୁର ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷା ସ୍ୱାମୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି। ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁଙ୍କ ସ୍ୱାମୀ ହିମାଂଶୁ ବାରିକଙ୍କ ମୃତ୍ୟୁ ଘଟିଛି।
ଖବର ଅନୁଯାୟୀ, ବିଳମ୍ବିତ ରାତିରେ ନିକଟସ୍ଥ ଗଣ୍ଡାଧର ଗାଁରୁ ଭୋଜି ଖାଇ ଫେରିଥିଲେ। ରାତିରେ ଭୀଷଣ ବାନ୍ତି ହେବାରୁ ମେଡିକାଲ ନିଆଯାଇଥିଲା। ଭଞ୍ଜନଗର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ବ୍ଲକ ଅଧ୍ୟକ୍ଷା ସ୍ୱାମୀଙ୍କ ସନ୍ଦେହଜନକ ମୃତ୍ୟୁ
Popular Categories



