ରେଙ୍ଗାଲି: ଗତ କିଛି ଦିନ ତଳେ ‘୩ ବର୍ଷ ହେଲା ଖତ ଖାଉଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର’ ଶୀର୍ଷକରେ ଏକ ଖବର ଦୈନିକ ସମାଜରେ ପ୍ରକାଶିତ ହୋଇଥିଲା। ରେଙ୍ଗାଲି ବ୍ଳକର ରେଙ୍ଗଲୋଇ ଗ୍ରାମରେ ଗତ ୩ବର୍ଷ ହେଲା ୧୦୦ କେଭିର ବିଦ୍ୟୁତ୍ ଟ୍ରାନ୍ସଫର୍ମର ଗୋଟିଏ ଦିିନ ବି କାର୍ଯ୍ୟକ୍ଷମ ନହୋଇ ଅଚଳ ହୋଇ ପଡିି ହିଥିଲା। ସମାଜରେ ଖବର ପ୍ରକାଶିତ ହେଲା ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅଚଳ ଟ୍ରାନ୍ସଫର୍ମର ଖୋଲି ନେଇ ପ୍ରତିବଦଳରେ ନୂଆ ଟ୍ରାନ୍ସଫର୍ମର ଲଗାଯାଇ ଗାଁରେ ବିଦ୍ୟୁତ୍ ସରବରାହ କରାଯାଇଥିବା ଦେଖିବାକୁ ମିଳିଛି।
Popular Categories



