www.samajalive.in
Monday, December 15, 2025
16.1 C
Bhubaneswar

୮ଟି ପଞ୍ଚାୟତର ୧୦ଟି ୱାର୍ଡମେମ୍ବର ପଦବୀ ପାଇଁ ପୁନର୍ବାର ବିଜ୍ଞପ୍ତି ଜାରି

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେଇକେଲା ବ୍ଲକର ୮ ଗୋଟି ପଞ୍ଚାୟତର ୯ଟି ୱାର୍ଡରେ ୱାର୍ଡମେମ୍ବର ପଦବୀ ପାଇଁ ଜଣେ ହେଲେ ପ୍ରାର୍ଥୀପତ୍ର ଦାଖଲ କରିନଥିବା ଏବଂ ଗୋଟିଏ ୱାର୍ଡରେ ଜଣେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଥବାରୁ ଏହି ୧୦ଟି ୱାର୍ଡ ଖାଲି ପଡିଥିଲା। ତେଣୁ ରାଜ୍ୟ ନିର୍ବାଚନ କମିଶନ ପୁର୍ନବାର ବିଜ୍ଞପ୍ତି ଜାରି କରି ଆସନ୍ତା ୨୯ ତାରିଖ ଦିନ ଉପରୋକ୍ତ ୱାର୍ଡମାନଂକରେ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ସୁଯୋଗ ଦେଇଛନ୍ତି। ତୁରେଇକେଲା ବ୍ଲକ ଝରନି ପଞ୍ଚାୟତର ୮ନଂ ୱାର୍ଡ ଏସଟିଙ୍କ ପାଇଁ ସଂରକ୍ଷତ ଥିଲା, ଏଣୁ ଏହି ୱାର୍ଡର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ଏହି ୱାର୍ଡ ପଦବୀ ଖାଲି ପଡିବାରୁ, ଏହି କ୍ରମରେ ପୁନଃ ନାମାଙ୍କନ ପକ୍ରିୟା ହେବ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories