www.samajalive.in
Sunday, December 7, 2025
26.1 C
Bhubaneswar

ସମରସିଂହ ଗାଁରେ ମାଓ ପୋଷ୍ଟର

କଣ୍ଟାବାଞ୍ଜି : ତୁରେକେଲା ଥାନା ସମରସିଂ ଗାଁରେ ମାଓ ପୋଷ୍ଟର ବ୍ୟାନର ଦେଖିବାକୁ ମିଳିଛି । ବ୍ୟାନରରେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଲେଖାଯାଇଛି । ଗାଁରେ ଲୋକ ମାନେ ଏକଜୁଟ ହୋଇ ନିଜର ସରକାର ଗଠନ କରିବା, ଦୁର୍ନୀତି ଗ୍ରସ୍ତ ମିଛ ନିର୍ବାଚନ ବର୍ଜନ, ଗାଁ ର ବିକାଶ ପାଇଁ ରେଲି ଜୁଲୁସ ଧାରଣା କରିବାକୁ ଉଲ୍ଲେଖ ଥିବା ଦେଖାଯାଇଛି । ବ୍ୟାନର ପୋଷ୍ଟର ଓଡ଼ିଆ ଭାଷାରେ ଲେଖା ହୋଇଥିବା ବେଳେ ବଲାଙ୍ଗୀର -ବରଗଡ଼- ମହାସମୁନ୍ଦ ଡିଭିଜନ ବୋଲି ଲେଖା ହୋଇଛି । ତୁରେକେଲା ପୁଲିସ ବ୍ୟାନର ପୋଷ୍ଟର ଜବତ କରିଥିବା ବେଳେ ସତରେ କଣ ଏହା ମାଓବାଦୀ ବ୍ୟାନର ନା ଲୋକଙ୍କୁ ଭୟଭୀତ କରିବାକୁ କାହାର ଉଦ୍ୟମ ତାହା ପୁଲିସ ତଦନ୍ତ କରୁଛି ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories