www.samajalive.in
Saturday, December 13, 2025
23.1 C
Bhubaneswar

ଜାଲିକାଟ୍ଟୁରେ ୭୦୦ ଷଣ୍ଢ, ୩୦୦ ଖେଳାଳି

କରୋନା କଟକଣା ମଧ୍ୟରେ ତାମିଲନାଡୁରେ ଆରମ୍ଭ ହୋଇଛି ଜାଲିକାଟ୍ଟୁ। ମଦୁରାଇରେ ସର୍ବାଧିକ ଲୋକପ୍ରିୟ ଏହି ପାରମ୍ପରିକ ବିପଜ୍ଜନକ ଖେଳରେ ଚଳିତ ବର୍ଷ ୭୦୦ ଷଣ୍ଢ ଓ ୩୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି। ସରକାର ଏଥିପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। କ୍ରୀଡ଼ାଙ୍ଗନକୁ ପ୍ରବେଶ ପାଇଁ ସର୍ବାଧିକ ୧୫୦ ଦର୍ଶକଙ୍କୁ ଅନୁମତି ମିଳିଛି। ସମସ୍ତଙ୍କ କରୋନା ଆର୍‌ଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଖେଳରେ ବାଲାମୁରୁଗାନ୍‌ ନାମକ ୧୮ବର୍ଷୀୟ କିଶୋରଙ୍କର ପ୍ରାଣହାନି ଘଟିଛି। ଅବନିୟାପୁରମ୍‌ଠାରେ ସେ ଖେଳ ଦେଖୁଥିବାବେଳେ ଷଣ୍ଢ ମୁଣ୍ଡରେ ଖୋସା ହୋଇଥିବା ଛୁରୀ ଭୁସି ହୋଇଯିବା ଦ୍ବାରା ତାଙ୍କର ମୃତ୍ୟୁ ଘଟିଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories