www.samajalive.in
Tuesday, December 9, 2025
19.1 C
Bhubaneswar

ଜଗତପୁର ପୀରବଜାରର ନକଲି ସିମେଣ୍ଟ କାରଖାନା ସିଲ୍‍

କଟକ : କିଛି ଦିନର ବ୍ୟବଧାନ ପରେ କଟକରୁ ପୁଣି ଜବତ ହୋଇଛି ନକଲି ସାମଗ୍ରୀ। ଜଗତପୁର ପୀରବଜାର ସ୍ଥିତ ସିମେଣ୍ଟ କାରଖାନା ସିଲ୍‍ କରାଯିବା ସହ ମାଲିକକୁ ଅଟକ ରଖାଯାଇଛି। ଅପମିଶ୍ରଣ ଓ ନକଲି ସିମେଣ୍ଟ ବିକ୍ରି ଅଭିଯୋଗ ପରେ ପୁଲିସ ଚଢାଉ କରି ସିଲ୍‍ କରିଛି। ବିିଭିନ୍ନ ନାମିଦାମି ମାର୍କାର ବସ୍ତା ଆଣି ପୁନଃପ୍ୟାକିଂ କରି ବିକ୍ରି କରୁଥିଲେ। ମୁଣ୍ଡା ହୋଇ ନଷ୍ଟ ଯାଇଥିବା ସିମେଣ୍ଟକୁ ଗୁଣ୍ଡ କରି ପୁଣି ପ୍ୟାକିଂ କରୁଥିଲେ। ଚଢାଉ ପରେ କାରଖାନାକୁ ସିଲ୍‍ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories