Browsing Tag

CTC News

ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟଣା ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କଟକ :  କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ ନେଇଛି। ବିଚାରପତିଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ସୁବାସଙ୍କ…
Read More...

ରୋଟାରୀ କ୍ଲବ କଟକ ମହାନଦୀର ରକ୍ତଦାନ ଶିବିର

କଟକ  : ରୋଟାରୀ କ୍ଲବ ମହାନଦୀର ପକ୍ଷରୁ କଟକ ଚାଉଳିଆଗଞ୍ଜ ଶ୍ରୀ ଶ୍ରୀ ମଣ୍ଡପଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରକ୍ତ ଭଣ୍ଡାରର କର୍ମଚାରୀମାନେ ସହଯୋଗ କରିଥିଲେ ଓ ୫୩ ୟୁନିଟ ରକ୍ତ ସଂଗ୍ରହ…
Read More...

କଂଗ୍ରେସ ବିଧାୟକ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ

କଟକ : ଆଜି ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍‍ ଜାରି କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ପିସିସି ସଭାପତିଙ୍କ ପକ୍ଷରୁ ନୋଟିସ୍‍ ଜାରି କରାଯାଇଛି। ୨ ସପ୍ତାହ ମଧ୍ୟର…
Read More...

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ : ଆଜି କଟକର ବାଙ୍କୀ ଡମପଡା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ ରାଉତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ ଜାରି…
Read More...

କଟକ ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡରେ ପଙ୍ଖା ଅଚଳ

କଟକ : ଅସହ୍ୟ ଗ୍ରୀଷ୍ମ ପ୍ରବାହ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହିଭଳି ପରିସ୍ଥିତିରେ ରାଜ୍ୟର ଏକ ପ୍ରମୁଖ ସରକାରୀ ବସଷ୍ଟାଣ୍ଡ ଭାବେ ପରିଗଣିତ ବାଦାମବାଡ଼ି ବସଷ୍ଟାଣ୍ଡରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟରେ…
Read More...

କଟକରେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି

କଟକ : କିଛିଦିନର ବ୍ୟବଧାନ ପରେ ପୁଣି କଟକରେ ଠାବ ହୋଇଛି ନକଲି ଜିନିଷ। ଶୁକ୍ରବାର ଜଗତପୁରରେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରିରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ଓ ଜଗତପୁର ପୁଲିସର ମିଳିତ ଭାବେ ଚଢାଉ କରିଛି। ନାମୀଦାମୀ…
Read More...

ସ୍କୁଲ ପରିସରରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର

କଟକ : କଟକ ଜିଲା ସଦର ଥାନା ଶଙ୍ଖତ୍ରାସ ୟୁପି ସ୍କୁଲ ପରିସରରୁ ଆଜି ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ସ୍ଥାନୀୟ ଅଞ୍ଚଳର ଯୁବକଯୁବତୀ ବୋଲି ଜଣାପଡିଛି। ସେମାନଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ…
Read More...

ଭାଇ ସାଜିଲା ସଇତାନ ; ବଡ ଭାଇ ପରିବାରକୁ ହତ୍ୟା କଲା ସାନ ଭାଇ

କଟକ : କଟକ ଜିଲା ମାହାଙ୍ଗା ଥାନା କୁସୁପୁରରେ ଗଣ ହତ୍ୟା ହୋଇଛି। ଜମିବାଡି ବିବାଦକୁ କେନ୍ଦ୍ର କରି ବଡ ଭାଇର ପରିବାରକୁ ହତ୍ୟା କଲା ସାନ ଭାଇ। ବଡ ଭାଇର ପୂରା ପରିବାରକୁ ସାନଭାଇ ହତ୍ୟା କରିଥିବା ନେଇ ପ୍ରାଥମିକ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟଙ୍କ ଜବାବ ତଲବ

କଟକ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ ରାଜ୍ୟ ସରକାର ଓ ଏଏସଆଇକୁ ଆଜି ହାଇକୋର୍ଟ ଜବାବ ତଲବ କରିଛନ୍ତି। ଶ୍ରୀମନ୍ଦିର ଚାରିପଟେ ହେଉଥିବା ନିର୍ମାଣ, କିଏ କରୁଛି,କ’ଣ ନିର୍ମାଣ…
Read More...

ଏନଏଲୟୁ ଛାତ୍ରୀଙ୍କ ଆତ୍ମହତ୍ୟା

କଟକ : ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନଏଲୟୁ)ର ଜଣେ ଛାତ୍ରୀ ନିଜ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଜଣକ ଉତ୍ତରାଖଣ୍ଡର ବୋଲି ଜଣାପଡିଛି । ସେ ଏଲଏଲବି ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ । ସୋମବାର…
Read More...