www.samajalive.in
Saturday, December 13, 2025
27.1 C
Bhubaneswar

ଶନିଦେବଙ୍କୁ ପ୍ରସନ୍ନ କରିବାର ଉପାୟ

ଶନିଦେବ ମାନବକୁ ତାର କର୍ମ ଅନୂସାରେ ଫଳ ଦେଇଥାନ୍ତି। ଶନିଙ୍କ କୃପା ବିନା କୌଣସି ବ୍ୟକ୍ତି ଜୀବନ ଅତିବାହିତ କରି ପାରି ନଥାଏ। କେତେବେଳେ ଶନି ଭଲ କର୍ମ ପାଇଁ ଭଲ ଫଳ ଦେଇଥାନ୍ତି ତ ବେଳେବେଳେ ଖରାପ ଫଳ ଦେଇଥାନ୍ତି। ଶନିଙ୍କ କୋପ ମଧ୍ୟ ଅତ୍ୟନ୍ତ କଷ୍ଟଦାୟକ ଅଟେ। ଆସନ୍ତୁ ଜାଣିବା
ଶନିଦେବ କେଉଁ କାମ ପାଇଁ କୃପା କରିଥାନ୍ତି :
ଯେଉଁ ବ୍ୟକ୍ତି ସତ୍ୟ କହିବା ସହ ସଚ୍ଚୋଟ ହୋଇଥାନ୍ତି।
ଯେଉଁ ବ୍ୟକ୍ତି ନିର୍ବଳ ଓ ଗରିବ ଲୋକଙ୍କୁ ସାହାର୍ଯ୍ୟ କରିଥାନ୍ତି।
ଯେଉଁ ବ୍ୟକ୍ତି ଗୁରୁଜନଙ୍କୁ ସମ୍ମାନ କରି ସେମାନଙ୍କ ସେବା କରନ୍ତି।
ଏପରି ବ୍ୟକ୍ତିଙ୍କ ଉପରେ ଶନିଦେବ ସର୍ବଦା କୃପା କରିଥାନ୍ତି।କେଉଁ କାମ ପାଇଁ ଶନିଦେବ କୋପ କରିଥାନ୍ତି :
ଯେଉଁ ବ୍ୟକ୍ତି କପଟ କରିବା ସହ ମିଥ୍ୟା କହିଥାନ୍ତି।
ଯେଉଁ ବ୍ୟକ୍ତି ଗୁରୁଜନଙ୍କୁ ଅପମାନ କରିଥାନ୍ତି।
ଯେଉଁ ବ୍ୟକ୍ତି ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତି ନାହିଁ, ସୂର୍ଯ୍ୟାସ୍ତ ସମୟରେ ଶୋଇଥାନ୍ତି।
ଯେଉଁ ବ୍ୟକ୍ତି ସବୁଜ ବୃକ୍ଷଲତାକୁ କାଟନ୍ତି।
ଏପରି ବ୍ୟକ୍ତି ଶନିଦେବଙ୍କ କୋପର ଶିକାର ହୋଇଥାନ୍ତି।ଶନିଦେବଙ୍କୁ ପ୍ରସନ୍ନ କରିବାର ଉପାୟ:
ଜୀବନରେ ସଚ୍ଚୋଟ ହେବା ସହ ସତ୍ୟ କଥା କହିବା ଉଚିତ।
ପ୍ରତ୍ୟେକ ଦିନ ତୁଳସୀ ବୃକ୍ଷରେ ଜଳ ଅର୍ପଣ କରନ୍ତୁ। ଏବଂ ଶନିବାରରେ ଅଶ୍ବତ୍ଥ ବୃକ୍ଷରେ ଜଳ ଚଢାନ୍ତୁ।
ପ୍ରତି ଶନିବାର ଦିନ ଅଶ୍ବତ୍ଥ ବୃକ୍ଷ ନିକଟରେ ସୋରିଷ ତେଲରେ ଦୀପ ଜଳାନ୍ତୁ।
ସୂର୍ଯ୍ୟୋଦୟ ପୂର୍ବରୁ ଉଠିବାକୁ ଚେଷ୍ଟା କରନ୍ତୁ।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories