www.samajalive.in
Monday, December 15, 2025
15.1 C
Bhubaneswar

ଡେସ୍‌ମଣ୍ଡ ଟୁଟୁଙ୍କ ପରଲୋକ

ଜୋହାନ୍ସବର୍ଗ: ନୋବେଲ ଶାନ୍ତି ପୁରସ୍କାର ବିଜେତା ଡେସମଣ୍ଡ ଟୁଟୁଙ୍କର ରବିବାର ପରଲୋକ ହୋଇଛି। ତାଙ୍କୁ ୯୦ବର୍ଷ ହୋଇଥିଲା। ଦକ୍ଷିଣ ଆଫ୍ରିକାରେ କଳା ଓ ଗୋରା ଭେଦଭାବ ବିରୋଧରେ ଲଢେଇ କରିଥିବା ଏହି ଆର୍କବିଶପ ୧୯୮୪ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ସେ କିଛି ବର୍ଷ ହେଲା ରକ୍ତ କର୍କଟ ରୋଗରେ ପୀଡିତ ହୋଇ ଦୀର୍ଘଦିନ ହେଲା ଚିକିତ୍ସିତ ହୋଇଆସୁଥିଲୋ। କେପ୍ ଟାଉନସ୍ଥିତ ଓଆସିସ୍‌ ଫାର୍ଲି କେୟାର ସେଣ୍ଟରରେ ରବିବାର ସକାଳେ ତାଙ୍କର ପରଲୋକ ହୋଇଥିବା ଡେସମଣ୍ଡ ଟୁଟୁଙ୍କ ପରିିଚାଳିତ ନ୍ୟାସର ଅଧ୍ୟକ୍ଷ ରାମଫେଲ ମାମଫେଲା କହିଛନ୍ତି। ଟୁଟୁଙ୍କ ପରଲୋକରେ ରାଷ୍ଟ୍ରପତି ସେରିଲ ରାମଫୋସା ଶୋକ ବ୍ୟକ୍ତ କରିବା ସହିତ ଦକ୍ଷିଣ ଆଫ୍ରିକାରେ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories