www.samajalive.in
Monday, December 15, 2025
14.1 C
Bhubaneswar

ସଫେଇନାଳରେ ଭାସୁଛି ମଣିଷ କଙ୍କାଳ

ପିପିଲି:ପିପିଲି ଥାନା ଅନ୍ତର୍ଗତ କରିମୂଳ ଗ୍ରାମ ନିକଟ ସଫେଇନାଳରେ ଏକ ମଣିଷ କଙ୍କାଳ ଭାସୁଥିବା ସୂଚନା ମିଳିଛି। କରିମୂଳ ଗ୍ରାମ ସ୍ଥିତ ଏକ ଫାର୍ମହାଉସ ନିକଟ ଦେଇ ଯାଇଥିବା ସଫେଇନାଳରେ ମଣିଷର ଖପୁରୀଟି ଭାସୁଥିବା ବେଳେ କଙ୍କାଳର କିଛି ଅଂଶ ସଫେଇନାଳ ବନ୍ଧରେ ପଡିିଥିବା ଦେଖିଥିବା ମିଳିଛି।

 

- Advertisement -

ଆଜି ସେଠାକୁ ମାଛ ଧରିବାକୁ ଯାଇଥିବା କେତେକ ଲୋକେ ଦେଖିବା ଏହା ପରେ ସଂନ୍ଧ୍ୟାରେ ପିପିଲି ପୁଲିସକୁ ଖବର ଦେଇଥିଲେ। ପିପିଲିଥାନା ଏସ୍‍ଆଇ ସନ୍ଦୀପ ଦାସ, ଏଏସ୍‍ଆଇ ପ୍ରକାଶ କୁମାର ମଲ୍ଲିକ, ପ୍ରହଲ୍ଲାଦ ବରାଳ ପ୍ରମୁଖ ସଂନ୍ଧ୍ୟା ୭ଟାରେ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଚଳାଇଥିବା ସୂଚନା ମିଳିଛି। ଆସନ୍ତା କାଲି ସକାଳେ ଉକ୍ତ ଖପୁରୀ ଓ କଙ୍କାଳକୁ ଜବତ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories