www.samajalive.in
Tuesday, December 9, 2025
26.1 C
Bhubaneswar

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା

ଭୁବନେଶ୍‍ଶ୍ୱର: ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ମୋବାଇଲ ରୁ ମୋବାଇଲ ଘୁରି ଵୁଲୁଛି । ଏପରି ଏକହୃଦୟ ଵିଦାରକ ଦୃଶ୍ୟ ଦେଖି ଵାକୁ ମିଳିଛି ହହାଇଦ୍ରାବାଦ ରେଳଷ୍ଟେସନରେ। ଜଣେ ଯୁବକ ଟ୍ରେନ ଆସୁଥିବା ବେଳେ ଟ୍ରାକରେ ଛିଡ଼ା ହୋଇଗଲେ । ଷ୍ଟେସନରେ ଥିବା ଲୋକ ଆବକ ହୋଇଗଲେ । ସମସ୍ତେ ଚେଷ୍ଟା କରୁଥିଲା ଵେଳେ ଟ୍ରେନ ହର୍ଣ୍ଣ ମାରିଲେ କଣ ହେବ ନିମିଷକ ମଧ୍ୟରେ ଧକ୍କା ମାରି ଚାଲି ଯାଇଥିଲା ଟ୍ରେନ । ଆଉବଞ୍ଚି ନଥିଲା ଯୁବକ ଜଣକ । ଷ୍ଟେସନରେ ଆସୁଥିବା ଟ୍ରେନ ଆଗରେ ଛିଡାହୋଇ ଆତ୍ମହତ୍ୟା କରିବା ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆର ଘୁରି ବୁଲୁଛି । ଆତ୍ମହତ୍ୟା କରିଥିବା ଯୁଵକଙ୍କ ଘର ଵାଲେଶ୍ୱର ଜିଲ୍ଲା ଖଇରା ଥାନା ବଟେଶ୍ୱର ଗ୍ରାମର ହୋଇଥିଲା ବେଳେ ସେ ସେହି ଗ୍ରାମର ଅନିରୁଦ୍ଧ ଵେହେରାଙ୍କ ବଡ଼ପୁଅ ଵୁଲୁ (୨୪)। ତାଙ୍କର ଦାଦା ହାଇଦ୍ରାବାଦରେ ଦୋକାନ କରୁଥିବାବେଳେ ବୁଲୁ ୩ ଦିନ ପୂର୍ବରୁ ବୁଲିବାକୁ ଯାଇଥିଲେ ।ଗତକାଲି ଅପରାହ୍ନରେ ଏପରି ଘଟଣା ଘଟିଥିବା ଜଣାପଡିଛି । ଖବର ପାଇ ତାଙ୍କ ବାପା ଓ ମା ହାଇଦ୍ରାବାଦ ଯାଇଛନ୍ତି ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories