www.samajalive.in
Monday, December 15, 2025
14.1 C
Bhubaneswar

ଏହି ଦିଗରେ ଆଲମିରା ରହିଲେ ମିଳିଥାଏ ଶୁଭ ଫଳ

ଘରେ ପ୍ରତ୍ୟେକ ଲୋକେ ପଇସା ରଖିବା ପାଇଁ ଆଲମିରାର ବ୍ୟବହାର କରିଥାଆନ୍ତି। ବେଳେ ବେଳେ ଏପରି ହୋଇଥାଏ ଯେ ଆଶାନୁଯାୟୀ ରୋଜଗାର କଲେ ମଧ୍ୟ ସେହି ଅନୁଯାୟୀ ଟଙ୍କା ସଞ୍ଚୟ ହୋଇପାରେ ନାହିଁ ଓ ଅଯଥାରେ ଖର୍ଚ୍ଚ ହୋଇଥାଏ। ଯାହା ଫଳରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ। ଘରେ ଆଲମିରାରର ରହିବା ସ୍ଥାନ ଏହାର ମୁଖ୍ୟ କାରଣ ଅଟେ। ଏହାକୁ ଭୁଲ ଦିଗରେ ରଖିବା ଦ୍ୱାରା ଟଙ୍କାର ଅଭାବ ଦେଖା ଦେଇଥାଏ। କେଉଁ ଦିଗରେ ରଖିଲେ ଏହା ଶୁଭ ଫଳ ପ୍ରଦାନ କରେ ଆସନ୍ତୁ ଜାଣିବା …..
ଆଲମିରାର ମୁହଁ ଘରର କବାଟ ଆଡ଼କୁ ହେବା ଉଚିତ ନୁହେଁ। ଏପରି ଥିଲେ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ।
ଏହାର ମୁହଁ ଦକ୍ଷିଣ ପଟକୁ ହେବା ଉଚିତ ନୁହେଁ। ଏହା ଦ୍ୱାରା ସର୍ବଦା ଆର୍ଥିକ ସମସ୍ୟା ଲାଗି ରହିଥାଏ।
ଆଲମିରାକୁ ସର୍ବଦା ଭୂମି ଠାରୁ କିଛି ଦୂରରେ ରଖିବା ଆବଶ୍ୟକ । ତେଣୁ ଏହାର ତଳେ ଷ୍ଟାଣ୍ଡର ବ୍ୟବହାର କରିବା ଆବଶ୍ୟକ ଅଟେ।
ମା’ଲକ୍ଷ୍ମୀ ସର୍ବଦା ସଫା ସ୍ଥାନକୁ ପସନ୍ଦ କରିଥାଆନ୍ତି। ଆଲମିରା ରହୁଥିବା ସ୍ଥାନକୁ ସର୍ବଦା ସ୍ୱଚ୍ଛ ରଖିବା ମଧ୍ୟ ଆବଶ୍ୟକ ଅଟେ।
ଏହାର ରଙ୍ଗ ଗାଢ ଲାଲ୍‍ କିମ୍ବା ସବୁଜ ରଙ୍ଗ ହେବା ଅନୁଚିତ। ଏଥିରେ ସର୍ବଦା ବିଷ୍ଣୁ ଲକ୍ଷ୍ମୀ ବା ଲକ୍ଷ୍ମୀ ଗଣେଶଙ୍କ ଫଟୋ ଲଗାଇବା ଆବଶ୍ୟକ ଅଟେ।
ଆଲମିରାକୁ ଉତ୍ତର – ପୂର୍ବ ଦିଗରେ ରଖିବା ଉଚିତ ନୁହେଁ । ଦକ୍ଷିଣ , ଦକ୍ଷିଣ – ପଶ୍ଚିମ ଏବଂ ପଶ୍ଚିମ ଦିଗରେ ରଖିଲେ ଏହା ଖୁବ ଶୁଭ ଫଳ ପ୍ରଦାନ କରିଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories