ବ୍ୟାଙ୍କ ଅଫ ଇଣ୍ଡିଆ ଦିଘି ଶାଖାରେ ଚୋରି ଉଦ୍ୟମ  

0

ଦ୍ୱାରଶୁଣି: ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନ ଅନ୍ତର୍ଗତ ଦିଘି ପଂଚାୟତ ରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଦିଘି ଶାଖାରୁ ଚୋରି ଉଦ୍ୟମ ହୋଇଛି । ଗୁରୁବାର ରାତ୍ରୀ ସମୟରେ କିଛି ଦୁର୍ବୃତ ଦୁଇଟି ଗ୍ରୀଲର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରି ଆଇରନ ଚେଷ୍ଟଟିକୁ ତାଡିବାକୁ ଚେଷ୍ଟା କରିଥିଲେ । ତେବେ ଟଙ୍କା ଲୁଟ କରିବାରେ ବିଫଳ ହୋଇଥିବା ଜାଣାପଡିଛି । ବଙ୍ଗରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply