www.samajalive.in
Monday, December 15, 2025
14.1 C
Bhubaneswar

ଦିନ ୧ଟା – ମୁଖ୍ୟ ଖବର

ଦଶମୀ ତିଥିରେ ମାଣିକେଶ୍ୱରୀଙ୍କ ନବାନ୍ନ ଭୋଗ

ଉପରମୁଣ୍ଡରେ ବର୍ଷା ; ହୀରାକୁଦରେ ବଢୁଛି ଜଳସ୍ତର ; ୨୮ ଟି ଗେଟ୍‍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ

- Advertisement -

ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ମାମଲା ; ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ , ମୂର୍ତ୍ତି ଉଚ୍ଚତା ନେଇ ବାଲୁବଜାର ପୂଜା କମିଟି ଯାଇଥିଲା କୋର୍ଟ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ଘୂର୍ଣ୍ଣିବଳୟ ; ୧୮ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ, ୧୮ ସନ୍ଧ୍ୟାରୁ ଉତ୍ତର ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା

ଏସସିଓ ବୈଠକ: ଇମ୍ରାନଙ୍କ ଉପସ୍ଥିତିରେ ଆତଙ୍କବାଦ ପ୍ରସଙ୍ଗ ଉଠାଇବେ ପ୍ରଧାନମନ୍ତ୍ରୀ ମୋଦି

ହୀରାକୁଦରୁ ମୋଟ ୨୮ଟି ଫାଟକ ଦେଇ ଜଳ ନିଷ୍କାସିତ ହେଉଛି

ରାଜ୍ୟରେ ଆଉ ୫୮୦ କରୋନା ଆକ୍ରାନ୍ତ ଚିହ୍ନଟ

ସଂଗରୋଧରୁ ୩୩୬ ଓ ସ୍ଥାନୀୟ ସଂକ୍ରମିତ ୨୪୪

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୭ ଜଣ

ଅନୁଗୁଳ ଜିଲାରେ ୬, ବାଲେଶ୍ୱର ୧୭, ବରଗଡ ୮, ଭଦ୍ରକ ୭ ଓ କଟକରେ ୮୭ ଜଣ ଚିହ୍ନଟ

ଦେବଗଡରେ ୨, ଢେଙ୍କାନାଳ ୯, ଜଗତସିଂହପୁର ୧୩, ଯାଜପୁର ୨୯ ଓ ଝାରସୁଗୁଡାରେ ୧୧ ଜଣ ଚିହ୍ନଟ ହୋଇଛନ୍ତି

କେନ୍ଦ୍ରାପଡାରେ ୧୦, କେନ୍ଦୁଝର ୧, ଖୋର୍ଦ୍ଧା ୨୬୧, କୋରାପୁଟ ୪ ଓ ମାଲକାନଗିରିରେ ଜଣେ ଚିହ୍ନଟ

ମୟୁରଭଞ୍ଜ ଜିଲାରେ ୭, ନୟାଗଡ ୭, ପୁରୀ ୧୮, ରାୟଗଡା ୬ ଓ ସମ୍ବଲପୁର ଜିଲାରେ ୬ ଜଣ ଚିହ୍ନଟ

ସୋନପୁର ଜିଲାରେ ଜଣେ, ସୁନ୍ଦରଗଡ ୧୦ ଓ ଷ୍ଟେଟପୁଲରୁ ୫୯ ଚିହ୍ନଟ

ରାଜ୍ୟରେ ଦିନକରେ ୫୬୧ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୫୯୬୩ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି

ଦେଶରେ ଦିନକରେ ୩୦,୫୭୦ କରୋନା ସଂକ୍ରମିତ; ୪୩୧ ମୃତ

କେବଳ କେରଳରୁ ଗୋଟିଏ ଦିନରେ ୧୭,୬୮୧ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦିନକରେ ୨୦୮ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୪୭,୩୨୫କୁ ବୃଦ୍ଧି

ସେମାନଙ୍କ ମଧ୍ୟରୁ ୩,୨୫,୬୦,୪୭୪ ଜଣ ସୁସ୍ଥ ହୋଇସାରିଲେଣି

ସଂପ୍ରତି ୩,୪୨,୯୨୩ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଦେଶରେ ରହିଛନ୍ତି

ବୁଧବାର ସଂଧ୍ୟା ସୁଦ୍ଧା କରୋନା ଜନିତ ମୃତ୍ୟୁସଂଖ୍ୟା ୪,୪୩,୯୨୮କୁ ବୃଦ୍ଧି

ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ମୃତ; ମୋଟ ମୃତ୍ୟୁ ସଂଖ୍ୟା ୮୧୧୮କୁ ବୃଦ୍ଧି

ଆଫଗାନିସ୍ତାନରେ ପୁନଃ ଗୋଷ୍ଠୀବଦ୍ଧ ହେଉଛନ୍ତି ଅଲ କାଏଦା ଆତଙ୍କି

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories