www.samajalive.in
Monday, December 15, 2025
27.1 C
Bhubaneswar

ପରିବର୍ତ୍ତନ ପାଇଁ ସମଷ୍ଟିଗତ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି – ପ୍ରଧାନମନ୍ତ୍ରୀ

ଦେଶରେ ପରିବର୍ତ୍ତନ ପାଇଁ ଏକ ସମଷ୍ଟିଗତ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମାଇ ଗଭ୍‍ ଇଣ୍ଡିଆ ଫୋରମରେ ଟ୍ୱିଟ୍‍ କରି ଶ୍ରୀ ମୋଦୀ କହିଛନ୍ତି, ଗତ ୭ ବର୍ଷ ହେଲା ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ୨୦୧୩ ମସିହା ତୁଳନାରେ ୨୦୨୦ ମସିହାରେ ଶିଶୁମାନଙ୍କ ପାଇଁ ଶିକ୍ଷା ମୌଳିକ ଢାଞ୍ଚାରେ ଅନେକ ଉନ୍ନତି ହୋଇଛି ଏବଂ ଶତକଡ଼ା ୯୦ ଭାଗ ବିଦ୍ୟାଳୟରେ ହାତସଫା ପାଇଁ ସୁବିଧା କରାଯାଇଛି।

୨୦୧୩ ମସିହାରେ ଏହି ସୁବିଧା ଶତକଡ଼ା ୩୬ ଭାଗ ଥିଲା। ବାଳିକାମାନଙ୍କ ପାଇଁ ଶୌଚାଳୟ କ୍ଷେତ୍ରରେ ୨୦୨୦ ମସିହା ସୁଦ୍ଧା ଶତକଡ଼ା ୯୦ ଭାଗ ଲକ୍ଷ୍ୟ ହାସଲ କରାଯାଇଥିବା ବେଳେ ୨୦୧୩ ମସିହାରେ ଏହା ଶତକଡ଼ା ୮୯ ଭାଗ ଥିଲା। ସେ କହିଛନ୍ତି, ଶତକଡ଼ା ୮୨ ଭାଗ ବିଦ୍ୟାଳୟରେ ଏବେ ସ୍ୱାସ୍ଥ୍ୟ ଯାଞ୍ଚ୍‍ ସୁବିଧା ଉପଲବ୍ଧ ରହିଛି ଏବଂ ୨୦୧୩ ମସିହାରେ ଏହି ସୁବିଧା ଶତକଡ଼ା ୬୧ ଭାଗ ବିଦ୍ୟାଳୟରେ ରହିଥିଲା।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories