www.samajalive.in
Sunday, December 14, 2025
17.1 C
Bhubaneswar

ବାୟୁସେନା ବିମାନରେ ଆଜି କାବୁଲରୁ ଆସିଲେ ୩୫ ଜଣ

୨୪ ଜଣ ଭାରତୀୟ ଏବଂ ୧୧ ନେପାଳୀ ନାଗରିକଙ୍କ ସମେତ କାବୁଲରୁ ୩୫ ଜଣ ଆଜି ଭାରତୀୟ ବାୟୁସେନା ସି-୧୭ ଗ୍ଲୋବମାଷ୍ଟର ବିମାନରେ ଗାଜିଆବାଦର ହିନ୍ଦନ ବାୟୁସେନା ଷ୍ଟେସନରେ ଅବତରଣ କରିଛନ୍ତି। ଏହା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ୍ କରି କହିଥିଲେ ଯେ ୩୫ ଜଣ ଭାରତ ଅଭିମୁଖେ ଯାଉଛନ୍ତି।

ଦେବୀ ଶକ୍ତି ହ୍ୟାସଟ୍ୟାଗ ସହ ଶ୍ରୀ ବାଗଚି ଟ୍ୱିଟ୍ କରିଥିଲେ ଯେ କାବୁଲରୁ ୨୪ ଜଣ ଭାରତୀୟ ଏବଂ ୧୧ ଜଣ ନେପାଳ ନାଗରିକଙ୍କୁ ନେଇ ବାୟୁସେନା ବିମାନ ଦିଲ୍ଲୀ ଅଭିମୁଖେ ଯାଉଛି। ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ ଚାଲିଛି। ସତର୍କତାମୂଳକ ପଦକ୍ଷେପ ଭାବରେ ଭାରତ କାବୁଲର ଦୂତାବାସ ଏବଂ ଆଫଗାନିସ୍ତାନର ଅନ୍ୟ କନସୁଲେଟରୁ ଭାରତ ତାର ସମସ୍ତ କୂଟନୈତିକ କର୍ମଚାରୀଙ୍କୁ ପ୍ରତ୍ୟାହାର କରି ନେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories