www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଧ୍ୟା ୭ଟା – ମୁଖ୍ୟ ଖବର

୧. ଉଭୟ ଡୋଜ ଟୀକା ନେଇଥିଲେ ବି ସତର୍କ ରହିବା ଜରୁରୀ – ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
୨. ୩୦ ଜିଲ୍ଲା ପାଇଁ ୩୦ ପର୍ଯ୍ୟବେକ୍ଷକ ଓ ୬ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି
୩. ରାଉରକେଲାରେ ଅଭିନବ ଉପାୟରେ ଏଟିଏମରୁ ଲୁଟ୍ ଘଟଣାରେ ଟଙ୍କା ଭର୍ତ୍ତି ପାଇଁ କଣ୍ଟ୍ରାକ୍ଟ ନେଇଥିବା ସଂସ୍ଥାର କର୍ମଚାରୀ ଗିରଫ
୪. ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲେଶ୍ୱର ଆର୍ଟ କଲେଜ ଅଧ୍ୟାପକ ଶଶାଙ୍କ ଶେଖର ଦାସ ଗିରଫ
୫. ୫ ରାଜ୍ୟରେ ନିର୍ବାଚନ ନେଇ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
୬. ଡେଲଟା ପ୍ଲସ ଚିହ୍ନିତ ବ୍ୟକ୍ତି ସୁସ୍ଥ, ଯେଉଁ ଜିଲାରେ ସଂକ୍ରମଣ ଅଧିକ ସେଠାରେ ସ୍ବତନ୍ତ୍ର ଷ୍ଟ୍ରାଟେଜି ନିଆଯାଉଛି , କହିଲେ ସ୍ବାସ୍ଥ୍ୟ ନିର୍ଦେଶକ
୭. ଟିକା ଅନୁପାତ ୯୫.୫ କରି ରାଜ୍ୟକୁ ୯୫% ଟିକା ଦେବାକୁ ଦାବି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ
୮. ଜିନମ ସିକ୍ୟୁଏନ୍ସିଂ, ଡେଲଟା ପ୍ଲସ ମ୍ୟୁଟେସନ ନେଇ ଆଇଏଲଏସର ଅନୁଧ୍ୟାନ, ଓଡ଼ିଶାରୁ ୧୧ଶହ ସିକ୍ୟୁଏନ୍ସିଂ ମଧ୍ୟରୁ କେବଳ ଗୋଟିଏ ଡେଲଟା ପ୍ଲସ ମ୍ୟୁଟେସନ ଚିହ୍ନଟ
୯. ଆଜି ରାଜ୍ୟରେ ୩୫୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୭ ମୃତ ଓ ୩୬୮୨ ସୁସ୍ଥ
୧୦. ଆଜି ଦେଶରେ ୪୮,୬୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧,୧୮୩ ମୃତ ଓ ୬୪,୮୧୮ ସୁସ୍ଥ

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories