www.samajalive.in
Tuesday, December 9, 2025
15.1 C
Bhubaneswar

ଅତ୍ୟନ୍ତ ରକ୍ଷଣଶୀଳ ଇବ୍ରାହିମ ରାଇସି ଇରାନର ନୂଆ ରାଷ୍ଟ୍ରପତି

ତେହରାନ: ଇରାନର ନୂଆ ରାଷ୍ଟ୍ରପତି ଭାବରେ ଅତ୍ୟନ୍ତ ରକ୍ଷଣଶୀଳ ଧର୍ମୀୟ ନେତା ଇବ୍ରାହିମ ରାଇସି ନିର୍ବାଚିତ ହୋଇଛନ୍ତି। ଦେଶର ବିଦାୟୀ ରାଷ୍ଟ୍ରପତି ହାସନ ରୁହାନି ନୂଆ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଜନମତକୁ ସମ୍ମାନ ଜଣାଉଥିବା କହିଛନ୍ତି। ଇତିମଧ୍ୟରେ ବିଭିନ୍ନ ମହଲରୁ ଇବ୍ରାହିମଙ୍କ ନିକଟରୁ ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଅନ୍ୟ ଦୁଇ ଅତ୍ୟନ୍ତ ରକ୍ଷଣଶୀଳ ପ୍ରାର୍ଥୀ ମୋହସିନ ରେଜାଇ ଏବଂ ଅମରିହୋସେନ୍‍ ଘାଜିଜାଦେହ ହାଶେମି ଏବଂ ସଂସ୍କାରବାଦୀ ତଥା ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଆବଦୋଲନାସିର ହେମାତି ମଧ୍ୟ ରାଇସିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories