www.samajalive.in
Wednesday, December 10, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବାତ୍ୟା ‘ୟାସ’ର ପ୍ରଭାବ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ବୈଠକ

-୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ, ବାତ୍ୟା ଆଶ୍ରୟସ୍ଥଳରୁ ଫେରିବା ପରେ କୋଭିଡ୍ ଲକ୍ଷଣ ନେଇ ନଜର ରଖିବାକୁ ନିର୍ଦ୍ଦେଶ

-ବୈତରଣୀର ଉପରମୁଣ୍ଡରେ ବର୍ଷା ଯୋଗୁ ଆନନ୍ଦପୁରରେ ବିପଦ ସଂକେତ ଉପରେ ଜଳସ୍ତର ପ୍ରବାହିତ ହେଉଛି : ଏସଆରସି
-ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି : ଏସଆରସି

- Advertisement -

ବାତ୍ୟା ୟସ ପାଇଁ ତତ୍ପରତା ଦେଖାଇଲେ କିମ୍‍ସ କୋଭିଡ୍‍ ଯୋଦ୍ଧା, ସ୍ଥାନାନ୍ତର ହେଲା ଓଡ଼ିଶା କୋଭିଡ୍‍ ହସ୍‍ପିଟାଲ୍‍ର ଆଇସିୟୁ ୟୁନିଟ୍‍

–କରୋନା ସ୍ଥିିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା-ଦେଶରେ ସଂକ୍ରମଣ ହାର ଧୀରେ ଧୀରେ କମୁଛି।

–ଏପ୍ରିଲ ୨୯ରେ ଦେଶରେ ସଂକ୍ରମଣ ହାର ଥିଲା ୨୧.୫%, ଏବେ ତାହା ଖସି ୧୦.୪୫%ରେ ପହଞ୍ଚିଛି-ଲବ ଅଗ୍ରୱାଲ

– ଟିକାକରଣ ନେଇ ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ.ପଲଙ୍କ ସୂଚନା-ଏବେ ଦୈନିକ ୪୩ଲକ୍ଷ ଟିକାକରଣ ହେଉଛି, ୩ ସପ୍ତାହରେ ୭୩ ଲକ୍ଷକୁ ବଢ଼ାଯିବ। ପରବର୍ତ୍ତୀ ସମୟରେ ଦିନକୁ ୧ କୋଟି ଟିକାକରଣ ନେଇ ପ୍ରସ୍ତୁତ ହେବାକୁ ପଡ଼ିବ।

–ଦେଶରେ ଗତ ତିନିଦିନ ହେଲାଣି ସଂକ୍ରମଣ ହାର ୧୦% ତଳେ ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ସଂକ୍ରମଣ ହାର ୯.୭୫%ରହିଛି

– ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
– ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ

–ଆକାଶମାର୍ଗରୁ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ  ପରେ ଭୁବନେଶ୍ୱରରେ ସମୀକ୍ଷା

–ପଶ୍ଚିମବଙ୍ଗ ବାତ୍ୟା କ୍ଷୟକ୍ଷତି ଅଞ୍ଚଳ ମଧ୍ୟ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

–ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

– କଳା କବକ ସଂକ୍ରମଣ: ଆମେରିକାରୁ ଆସିବ ୧୦ ଲକ୍ଷ ଆମ୍ଫୋଟେରିସିନ୍‌ ଇଞ୍ଜେକ୍ସନ

– ଚିନ୍ତା ବଢ଼ାଉଛି ଧଳା କବକ ସଂକ୍ରମଣ; ରୋଗୀଙ୍କ ଅନ୍ତ୍ରନଳୀରେ ହୋଇଯାଉଛି ଛିଦ୍ର

– କରୋନା ବିରୋଧୀ ଲଢ଼େଇ​ରେ ସାମିଲ ହେଲା ‘କକ୍‌ଟେଲ ଆଣ୍ଟିବଡି’, ରୋଗୀଙ୍କ ଉପରେ ୭୦% ପ୍ରଭାବୀ

– ଭାରତୀୟ ଔଷଧ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି

– ଦେଶରେ ପୁଣି ୨ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

– ୧୨ ବର୍ଷରୁ ଊର୍ଦ୍ଧ୍ଵ ପିଲାଙ୍କ ପାଇଁ ଉପଯୁକ୍ତ ଫାଇଜର ଟିକା, ଭାରତରେ ତ୍ଵରିତ ମଞ୍ଜୁରୀ ପାଇଁ କମ୍ପାନୀର ନିବେଦନ

– ଆତଙ୍କବାଦକୁ କୂଟନୀତି ଭାବରେ ଗ୍ରହଣ କରିପାରିବୁ ନାହିଁ: ଜୟଶଙ୍କର

–ବିପଦ ସଙ୍କେତ ଉପରେ ବୈତରଣୀ

–ପ୍ରବଳ ବର୍ଷା ଯୋଗୁଁ ଆନନ୍ଦପୁରରେ ଫୁଲୁଛି ବୈତରଣୀ

– ଭୁବନେଶ୍ୱର ଓ କୋଲକାତା ବିମାନ ବନ୍ଦରରୁ ଉଡାଣ ଆରମ୍ଭ

– ରାଜ୍ୟରେ ଦିନକରେ ୬୭୩୬ ନୂଆ ସଂକ୍ରମିତ ଚିହ୍ନଟ; ଅନୁଗୁଳରୁ ସର୍ବାଧିକ ୭୮୮

–ରାଜ୍ୟରେ ଦିନକରେ ଆଉ ୩୪ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ;  ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୬୧୮

– କରୋନାରେ ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

– ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

– ସଞ୍ଜୟ ଦତ୍ତଙ୍କୁ ୟୁଏଇର ଗୋଲ୍ଡେନ ଭିସା

– ନୂଆ ଆଇଟି ନିୟମ ସାମାଜିକ ଗଣମାଧ୍ୟମର ଦୁରୁପୋଯୋଗ ରୋକିବାକୁ ଉଦ୍ଦିଷ୍ଟ: ରବିଶଙ୍କର

– ଡୋମିନାକାରେ ଧରାପଡିଲେ ପଳାତକ ବ୍ୟବସାୟୀ ମେହୁଲ ଚୋକସୀ

– କୋଭିଡ-୧୯ ଉତ୍ପତ୍ତିର ଗୋଇନ୍ଦା ରିପୋର୍ଟ ମାଗିଲେ ବାଇଡେନ, ତିନିମାସ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories